ସୀମା ନିକଟରେ ଫାଇବର ଅପ୍ଟିକାଲ କେବଲ ବିଛାଉଛି ଚୀନ, ଭାରତୀୟ ଏଜେନ୍ସି ଆଲର୍ଟ !
ନୂଆଦିଲ୍ଲୀ: ଭାରତ-ଚୀନ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଡ୍ରାଗନ ଗୋଟିଏ ପରେ ଗୋଟିଏ ଭୁଲ କାର୍ଯ୍ୟ କରି ଚାଲିଛି । ରିପୋର୍ଟ ମୁତାବକ ଏଲଏସି ନିକଟରେ ଚୀନ ଫାଇବର ଅପ୍ଟିକାଲ କେବୁଲ ବିଛାଉଛି । ଭାରତୀୟ ଏଜେନ୍ସି ଏହାର ସତ୍ୟତା ପାଇଁ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛି । ସମସ୍ତ ପ୍ରକାର…