ଯାତ୍ରା ସମୟରେ ବାନ୍ତି ଲାଗୁଛି କି; ଜାଣନ୍ତୁ କିପରି ପାଇବେ ମୁକ୍ତି
ଭୁବନେଶ୍ୱର: ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ ।
ଘରୋଇ ଉପଚାର…