ରାଜନୀତି ନୁହେଁ, କରୋନା ପାଇଁ ଏକାଠି ହେବା: ବିଜେଡି
ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯିବା ପ୍ରସଙ୍ଗରେ ବିଜେପି ଆଣିଥିବା ଅଭିଯୋଗର ଜବାବ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପିର ଅଭିଯୋଗକୁ ନିରାଧାର ବୋଲି କହିଲେ ବିଜେଡି ନେତା ସଂଜୟ ଦାସବର୍ମା । ବିଜେପିର ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି…