Latest Odisha News

BREAKING NEWS

କୋଭିଡ-19 ନୋଭେଲ କରୋନା ଭୂତାଣୁ ପରିସ୍ଥିତିକୁ ନେଇ ସରକାର ସଂପୂର୍ଣ୍ଣ ଭାବେ ସଜାଗ ଅଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:କୋଭିଡ-୧୯ ନୋଭେଲ କରୋନା ଭୂତାଣୁ ପରିସ୍ଥିତିକୁ ନେଇ ସରକାର ସମ୍ପୁର୍ଣ୍ଣ ରୂପେ ସଜାଗ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ଦିଗରେ ମନ୍ତ୍ରଣାଳୟ ଏବଂ ରାଜ୍ୟମାନେ ବିଭିନ୍ନ…

ଚିଟଫଣ୍ଡ ସମସ୍ୟାରୁ ରକ୍ଷା ପାଇବା ଲାଗି ସଚେତନତା ଜରୁରୀ: ସେବି ସଦସ୍ୟ

ଭୁବନେଶ୍ୱର: ଓଡ଼ିଶାରେ ଚିଟଫଣ୍ଡ କାରବାର ଅନେକ ଗରିବ ଏବଂ ମଧ୍ୟବିତ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଧନୀକ ଶ୍ରେଣୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ତେବେ ଲୋଭର ବଶବର୍ତୀ ନହୋଇ କୌଣସି ଠକ ସଂସ୍ଥା କବଳରେ ପଡ଼ି ନିଜର ଅର୍ଜିତ ଅର୍ଥକୁ କିଭଳି ପୁଞ୍ଜିନିବେଶ କରିବେ ସେ ନେଇ ଲୋକମାନେ…

ଡିସ୍ ଟିଭି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଡି୨ଏଚ ଆଣିଲା, ଷ୍ଟ୍ରିମ୍ ଏସଟିବି ଏବଂ ମ୍ୟାଜିକ୍ ଷ୍ଟିକ୍ ଆଣିଛି !…

କେବୁଲ ଟିଭି ଅପରେଟର ଡି୨ଏଚ ଭାରତରେ ଦୁଇଟି ନୂତନ ଉପକରଣ ଆଣିଛି | ଏଥି ମଧ୍ୟରୁ ପ୍ରଥମଟି ହେଉଛି ଡି୨ଏଚ ଷ୍ଟ୍ରିମ୍ ନାମକ ଏକ ଆଣ୍ଡ୍ରଏଡ୍ ଆଧାରିତ ସେଟ୍-ଟପ୍ ବକ୍ସ | ସେହି ସମୟରେ, ଦ୍ୱିତୀୟଟି ହେଉଛି ଡି୨ଏଚ ମ୍ୟାଜିକ୍ ନାମକ ଆମାଜନ ଆଲେକ୍ସା ସମର୍ଥନ ସହିତ ଏକ ଭଏସ୍ ସକ୍ଷମ ଷ୍ଟିକ୍ | ମୂଲ୍ୟ…

୬୦୦୦ ଏମ୍ଏଏଚ ବ୍ୟାଟେରୀ ସହ ସାମସଙ୍ଗ ର ନୂଆ ସ୍ମାର୍ଟଫୋନ ଗାଲାକ୍ସି  ଏମ୍୩୦ଏସ ଭାରତରେ ଲଞ୍ଚ, ମୂଲ୍ୟ ୧୪,୯୯୯…

ହ୍ୟାଣ୍ଡସେଟ ନିର୍ମାତା ସାମସଙ୍ଗ ଭାରତରେ ସାମସଙ୍ଗ ଗାଲାକ୍ସି ତାର ନୂଆ ସ୍ମାର୍ଟଫୋନ  ଗାଲାକ୍ସି  ଏମ୍୩୦ଏସ ଆଜି ଲଞ୍ଚ କରିଛି। ଯଦି ଆପଣ ଏହି ସାମସଙ୍ଗ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆସନ୍ତୁ ବର୍ତ୍ତମାନ ଭାରତରେ ସାମସଙ୍ଗ ଗାଲାକ୍ସି  ଏମ୍୩୦ଏସ ର ମୂଲ୍ୟ, ଉପଲବ୍ଧତା ଏବଂ…

ରଣଜୀ ଟ୍ରଫି ଫାଇନାଲ୍: ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ

ରାଜକୋଟ: କରୋନା ଭାଇରସ୍ କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି। ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍…

ସୁସ୍ଥ କିଡନୀ ଲାଗି ଖାଆନ୍ତୁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳିତ କରାଯାଇଥାଏ । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା…

ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ଆଜି  ଭାରତରେ ଲଞ୍ଚ ହୋଇଛି, ମୂଲ୍ୟ ଏବଂ ଫିଚର୍ସ ବିଷୟରେ…

ନୂଆଦିଲ୍ଲୀ: ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ  ବିଷୟରେ କହିବାକୁ ଗଲେ, ଫୋନରେ ଦୀର୍ଘ ସମୟ ବ୍ୟବହାର ପାଇଁ ୫୦୨୦ ଏମ୍ଏଏଚ ବ୍ୟାଟେରୀ ଦିଆଯାଇଛି | ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଭାରତରେ ରେଡମି ନୋଟ୍ ୯ ପ୍ରୋ ଏବଂ…

ଶେୟାର ବଜାରରେ ହାହାକାର: ନିବେଶକଙ୍କ ୧୧ଲକ୍ଷ କୋଟି ବୁଡିଲାଣି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ସେୟାର ବଜାର ଉପରେ କରୋନାର ପ୍ରଭାବ ପଡିଛି । ଗୁରୁବାର ଭାରତର ଶେୟାର ବଜାରରେ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଆକଳନ ଅନୁସାରେ ନିବେଶକମାନଙ୍କର ପ୍ର୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୁଡିଗଲାଣି ।  ଗୁରୁବାର ଆରମ୍ଭରୁ ସେନସେକ୍ସ-ନିଫ୍ଟି ହ୍ରାସ…

ବିବାହ ଭାଙ୍ଗିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର: ବିବାହ ବନ୍ଦ ହୋଇଯିବାରୁ ଭଞ୍ଜନଗରରେ ଜଣେ ଯୁବକ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଯୁବକ ଜଣକ ସହରର ବସଷ୍ଟାଣ୍ଡ ନିକଟରେ ଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏନେଇ ଜାଣିବା ପରେ ସ୍ଥାନୀୟ…

କଂଗ୍ରେସ ବିଧାୟକଙ୍କୁ ଆଣିବାକୁ ଯାଇ ମଧ୍ୟପ୍ରଦେଶ ମନ୍ତ୍ରୀ ପୋଲିସ ଦ୍ୱାରା ଗିରଫ; ଭାଇରାଲ୍ ହେଲା ଭିଡ଼ିଓ !

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ରାଜ୍ୟର ରାଜନୈତିକ ପରିସ୍ଥିତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ସିନ୍ଧିଆଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାର…