Latest Odisha News

BREAKING NEWS

ମାସକ ମଧ୍ୟରେ ଲଞ୍ଚ୍ ହେବାକୁ ଯାଉଛିି ୩ଟି ହୁଣ୍ଡାଇ କାର୍‌; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ:ମାରୁତି ସୁଜୁକି ପରେ ହୁଣ୍ଡାଇ ଦେଶର ଦ୍ୱିତୀୟ ବୃହତ୍ତମ କାର ନିର୍ମାତା | ଭାରତୀୟ ବଜାରରେ ଏହାର ବଜାର ଅଂଶକୁ ଆହୁରି ମଜବୁତ କରିବାକୁ କମ୍ପାନୀ ଆସନ୍ତା ମାସକ ମଧ୍ୟରେ ତିନୋଟି ନୂତନ ଯାନ ଲଞ୍ଚ କରିବାକୁ ଯାଉଛି। ବିଗତ କିଛି ବର୍ଷ ମଧ୍ୟରେ ହୁଣ୍ଡାଇ ଭାରତୀୟ ବଜାରରେ ଏହାର…

ଭାରତରେ ଲଞ୍ଚ ହେଲା ସବୁଠୁ ଶସ୍ତା ବଜାଜ୍ ଡୋମିନାର୍ ୨୫୦; କେଟିଏମ୍ ଡୁକ ୨୫୦କୁ ଦେବ ଟକ୍କର !

ନୂଆଦିଲ୍ଲୀ: ଦେଶର ଦୁଇ ଚକିଆ ଉତ୍ପାଦନକାରୀ ବଜାଜ ଅଟୋ ଆଜି ଘରୋଇ ବଜାରରେ ବହୁ ପ୍ରତୀକ୍ଷିତ ବାଇକ୍ ବଜାଜ୍ ଡୋମିନାର୍ ୨୫୦ ଲଞ୍ଚ କରିଛି। ଏକ ଆକର୍ଷଣୀୟ ବଡି ଏବଂ ଶକ୍ତ ଇଞ୍ଜିନ୍ କ୍ଷମତା ସହିତ ସୁସଜ୍ଜିତ ଏହି ବାଇକ୍ ର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୧.୬୦ ଲକ୍ଷ ଟଙ୍କା ସ୍ଥିର କରାଯାଇଛି, ଯାହା…

ସୁକନ୍ୟା ସମୃଦ୍ଧି, ପିପିଏଫ୍ ଏବଂ ନ୍ୟାସନାଲ ସେଭିଂ ସାର୍ଟିଫିକେଟ ଯୋଜନାର ହେବ ସୁଧ ହ୍ରାସ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଜମା ପୁଞ୍ଜି  ସୁଧ ହାର ହ୍ରାସ ପରେ ଅନ୍ୟ ସଞ୍ଚୟ ଏବଂ ବିନିଯୋଗ ଯୋଜନାର ସୁଧ ହାର ହ୍ରାସ କରାଯାଇପାରେ | ସରକାରୀ ସୂତ୍ରକୁ ଦର୍ଶାଇ ଏକ ଟିଭି ଚ୍ୟାନେଲ ଏହାର ରିପୋର୍ଟରେ କହିଛି ଯେ, ସରକାର ସୁକନ୍ୟା ସମୃଦ୍ଧି ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ପାଣ୍ଠି, ଜାତୀୟ ସଞ୍ଚୟ…

ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ବେଙ୍ଗଲ

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ ଅର୍ପିତଙ୍କ ଶତକ ବଳରେ ୪୨୫ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ବେଙ୍ଗଲ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଗୁରୁବାରଠାରୁ : ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା

ଧର୍ମଶାଳା: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଗୁରୁବାରଠାରୁ ଧର୍ମଶାଳାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଏହା କିଛି ମାତ୍ରାରେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି ।…

ସର୍ବଭାରତୀୟ କ୍ରୀଡ଼ାରେ ଓଡ଼ିଶା ପୋଲିସକୁ ସଫଳତା

କଟକ: ଓଡ଼ିଶା ପୋଲିସରେ ଲାନ୍ସ ନାଏକ ଭାବେ କାର୍ଯ୍ୟରତ ବିଘ୍ନରାଜ ମିରିଡ଼ିଆ ୬୮ତମ ସର୍ବଭାରତୀୟ ପୋଲିସ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛନ୍ତି । ହରିୟାଣାର ପଞ୍ଚକୁଲାଠାରେ ଇଣ୍ଡୋ-ତିବ୍ଦତାନ ବର୍ଡ଼ର ପୋଲିସ ଆନୁକୂଲ୍ୟରେ…

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ: ନକଆଉଟ ପାଇଁ ରିଜର୍ଭ ଦିବସ

ଅକଲ୍ୟାଣ୍ଡ: ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଦିନିକିଆ ବିଶ୍ୱକପର ନକଆଉଟ ଅର୍ଥାତ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ସଂରକ୍ଷଣ ଦିବସ ରହିବ ।  ଟି୨୦ ବିଶ୍ୱକପ ବେଳେ ନକଆଉଟ ମ୍ୟାଚ୍‌ଗୁଡ଼ିକ ପାଇଁ କୌଣସି ସଂରକ୍ଷଣ ଦିବସ ରହି ନଥିଲା। ତେଣୁ ଭାରତ ଓ…

ଯାଜପୁର: ଚୋରା ଚାଲାଣ ବେଳେ ୧୦ କିଲୋ ଗଞ୍ଜେଇ ଜବତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରୁ ଚୋରା ଚାଲାଣ ହେଉଥିବା ବେଳେ ୧୦ କେ.ଜି ଗଞ୍ଜେଇ ଜବତ କରିଛି ପାଣିକୋଇଲି ପୋଲିସ। ଏହି ଘଟଣାରେ ୧ ବାଇକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ମୁତାବକ ଗଞ୍ଜେଇ ଚାଲାଣ ହେବା ନେଇ ପାଣିକୋଇଲି ପୋଲିସ କୌଣସି…

ଲାଞ୍ଜିଗଡ଼ରେ ମାଓବାଦୀ ପୋଷ୍ଟର; ପରିବହନ ଅଧିକାରୀଙ୍କୁ ଧମକପୂର୍ଣ୍ଣ ଚେତାବନୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାଞ୍ଜିଗଡ଼ ବ୍ଳକର ଦମାଘାଟି ଛକ, ବେନଗାଁ, ବିଜେପୁର ଥାନା ବଙ୍କାକୁଣ୍ଡ୍ରୁରେ ଏହି ମାଓ ପୋଷ୍ଟର…

କରୋନା ଭୟରେ ମାସ୍କ ଧାରଣ କଲେ ମହାଦେବ !

ବାରଣାସୀ: କରୋନାର ଭୟ ଦିନକୁ ଦିନ ବୃଦ୍ଧି ପାଉଛି। ବିଗତ ୩ ମାସ ହେବ ନିଜ କୋକୁଆ ଭୟରେ ସାରା ବିଶ୍ୱରେ ହାହାକାରସୃଷ୍ଟି କରିଛି କରୋନା। ଭାରତ ସମେତ ଅନ୍ୟ ୧୦୫ ଟି ଦେଶର ନଇଁ କାୟା ବିସ୍ତାର କରି ସାରିଥିବା କରୋନା କିନ୍ତୁ ଥମିବାର ନାଁ ନେଉ ନାହିଁ । କମିବା ପରିବର୍ତ୍ତେ ଦିନକୁ ଦିନ…