Latest Odisha News

BREAKING NEWS

ରାଜଧାନୀରେ ବୁଲୁଛି ଦନ୍ତା ହାତୀ

ଭୁବନେଶ୍ୱର : ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଭରତପୁର ଜିଏ କଲୋନୀରେ ଗୋଟିଏ ଦନ୍ତା ହାତୀ ପଶିଯାଇଛି । କଲୋନୀ ପରିସରରେ ଥିବା ଏକ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣା ପଡିଛି । କିଛି ଗଛକୁ ବି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଭରତପୁର…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୭ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୭,୧୬୧ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୭,୦୪୩ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୩୦୪ ଟି ଟ୍ରୁନଟ୍‌ ପରୀକ୍ଷା…

“ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ମୁଁ କେବେ କହିନାହିଁ “: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ସେ କେବେ ଦାବି କରି ନାହାଁନ୍ତି କିନ୍ତୁ ତାଙ୍କ ବନ୍ଧୁ ସୁଶାନ୍ତ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଚାହୁଁଛନ୍ତି।…

ଶୀଘ୍ର ଉଠନ୍ତୁ, ସୁସ୍ଥ ରୁହନ୍ତୁ ଓ ସଫଳ ହୁଅନ୍ତୁ…

ଭୁବନେଶ୍ୱର: କଥାରେ ଅଛି ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳ ଶଯ୍ୟାତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । ଆଜିର ବ୍ୟସ୍ତ ବହୁଳ ଜୀବନରେ ସବୁକିଛି ଏପଟ ସେପଟ ହୋଇ ଯାଉଛି । ପ୍ରାୟତଃ ଅଧିକାଂଶ ଲୋକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି । ସେମାନେ…

ଅନୁଗୁଳରେ ହାତୀ ଆକ୍ରମଣ; ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକ ଜଣଙ୍କ ହେଉଛନ୍ତି ସେହି ଗାଁର ପାଣ୍ଡବ ସାହୁ । ସୂଚନୁସାରେ, ରାତିରେ ବଡ଼କେରଜାଙ୍ଗ ପଟରୁ କିଛି ହାତୀ ଗାଁ ମୁଣ୍ଡକୁ ଆସିଥିଲେ ।…

ଜାପାନର ରହସ୍ୟମୟ ଦ୍ବୀପ, ଯେଉଁଠି ମହିଳାଙ୍କ ପ୍ରବେଶ ଉପରେ ରହିଛି ଶକ୍ତ କଟକଣା

ଭୁବନେଶ୍ୱର: ରାହସ୍ୟରେ ଭରା ଆମ ବିଶ୍ୱ । ସଂସାରରେ ଏଭଳି ଅନେକ ସ୍ଥାନ ରହିଛି ଯାହା ନିଜର ବିଶେଷତା ପାଇଁ ପ୍ରସିଦ୍ଧ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ସମ୍ପର୍କରେ କହିବୁ ଯେଉଁଠାକୁ ମହିଳାଙ୍କ ପ୍ରବେଶ ମନା । ଏହି ସ୍ଥାନଟି ହେଉଛି ଜାପାନର ଓକିନୋସିମା ଦ୍ୱୀପ । ଏହି ଦ୍ୱୀପକୁ ଯିବା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୦-୦୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ମାସ ତା୧୦ ରିଖ ଗୁରୁବାର ସିଂହ ୨୬ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର   ଘାତ ବାର:- ତୁଳା ଓ କୁମ୍ଭ ରାଶିର…

ପାର୍ଟନରର ଘୁଙ୍ଗୁଡ଼ି ଶବ୍ଦରେ ଭାଙ୍ଗି ଯାଉଛି କି ଆପଣଙ୍କ ନିଦ? ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ୱର:ପାଖରେ ଶୋଇଥିବା ବ୍ୟକ୍ତି ଯଦି ଘୁଙ୍ଗୁଡ଼ି ମାରୁଥାଏ ତେବେ ଶାନ୍ତିରେ ଶୋଇବା ଏକ ସ୍ୱପ୍ନ ପାଲଟି ଯାଏ। ଯଦି ଆପଣ ଆପଣଙ୍କ ପାର୍ଟନରଙ୍କର ଏହିଭଳି ଆଚରଣରୁ ମୁକ୍ତି ଚାହୁଁଛନ୍ତି ତେବେ ଜାଣନ୍ତୁ ଏହାର ପ୍ରତିକାର... ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ,…

ଚଳଚ୍ଚିତ୍ର ନିର୍ମାତା ସାରଦା ପ୍ରସାଦ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଗୀତିକାର ସାରଦା ପ୍ରସାଦ ନାୟକ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଓଡିଆ ସିନେମା ଜଗତରେ ଗୋଟିଏ ଯୁଗରେ ଅବସାନ ଘଟାଇଛି । ‘ଲକ୍ଷ୍‌ମୀ’, ‘କା’, ‘ସ୍ତ୍ରୀ’,…

ଭାରତରେ କାହିଁକି ସ୍ଥଗିତ ହେବନି ଅକ୍ସଫୋର୍ଡ ଟିକାର ଟ୍ରାଏଲ ? ସେରମକୁ DCGIର ନୋଟିସ୍

ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ । ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ପକ୍ଷରୁ ନୋଟିସ୍ ଜାରି ହୋଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ଭ୍ୟାକସିନ୍…