Latest Odisha News

BREAKING NEWS

ବିବାଦ ପରେ ଘରୁ ବାହାରିଲେ ବର୍ଷା !

କଟକ: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ବାହାରିଛନ୍ତି ବର୍ଷା । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷାକର୍ମୀଙ୍କ ସହ ବାହାରକୁ ଯାଇଛନ୍ତି । ସମ୍ପର୍କିୟଙ୍କ ସହ କାର୍‌ରେ ସେ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୪୨୭ ପଜିଟିଭ, ୪୦୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୨୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

କାଷ୍ଟର ସେମେନ୍ୟା ଗୁରୁତ୍ୱପୂର୍ଣ୍ଣ ମାମଲା ହାରିଲେ, ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି

ବର୍ଣ୍ଣ:ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲିମ୍ପିଆନ୍ କାଷ୍ଟର ସେମେନ୍ୟା ବୁଧବାର ତାଙ୍କ ଗୁରୁତ୍ୱପୂର୍ଣ୍ଣ ମାମଲା ହାରିଯାଇଛନ୍ତି । ଫଳରେ ତାଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କ ଶରୀରର ସୀମିତ ଟେଷ୍ଟୋଷ୍ଟେରନ ମାତ୍ରା ବିରୋଧରେ ସେ କେସ୍ କରିଥିଲେ । ମାତ୍ର ଏଥିରେ ସେ ୨ଟି…

ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଦିଲୀପ ବିଶୋଇ

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ । ତାଙ୍କ ସହ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ଏ ଦୁଇ ଜଣଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାପରେ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରବିନାଙ୍କ ଟ୍ୱିଟ୍ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ତାଙ୍କର ଟ୍ୱିଟ୍ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଏନେଇ ସ୍ପଷ୍ଟ କରିଛି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ସେରମ ଇନ୍‌ଷ୍ଟିଚ୍ୟୁଟ କହିଛି, ଭାରତରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ…

ଗଣିତ ଖେଳ : ବୃତ୍ତର କେନ୍ଦ୍ର କୋଉଠି?

କମ୍ପାସ ବକ୍ସରେ ଥିବା ରାଉଣ୍ଡର ବ୍ୟବହାର କରି ଯଦି ତୁମେ ବୃତ୍ତ ଆଙ୍କୁଛ ତେବେ ଏହାର କେନ୍ଦ୍ର ବିନ୍ଦୁ ସହଜରେ ପାଇଯିବ । କାରଣ ଯେଉଁ ବିନ୍ଦୁ ଉପରେ ରାଉଣ୍ଡର ମୁନ ରଖି ବୃତ୍ତ ଆଙ୍କୁଛ ତାହା କେନ୍ଦ୍ର ବିନ୍ଦୁ ଆଉ ପେନସିଲ ଆଙ୍କୁଥିବା ବୃତ୍ତାକାର ପଥ ହେଉଛି ବୃତ୍ତର ପରିଧି । ବୃତ୍ତର…

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବର୍ଷାରୁ ଆଉ ନିସ୍ତାର ନାହିଁ । ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ତିରୁପତିଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି, ଦିନକରେ କୋଟିଏ ଟଙ୍କା ଦାନ ବାବଦକୁ ମିଳିଲା

ହାଇଦ୍ରାବାଦ: କୋଭିଡ-୧୯ କଟକଣା ନିୟମାବଳୀ ଅନୁସାରେ ତିରୁପତି ବାଲାଜୀ ମନ୍ଦିର ଖୋଲାଯାଇଛି । ଦିନକୁ ଦିନ ଦର୍ଶନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଗୋଟିଏ ଦିନରେ ୧୫ହଜାର ଶ୍ରଦ୍ଧାଳୁ ତାଙ୍କ ପ୍ରିୟ ଭଗବାନଙ୍କ ନିକଟତର ହୋଇପାରୁଛନ୍ତି । ସେହିପରି ଦାନର ପରିମାଣ ମଧ୍ୟ ବୃଦ୍ଧି ପାଉଛି ।…

ଲକଡାଉନ୍ କରୋନା ଭାଇରସ୍ ନୁହେଁ, ବରଂ ଗରିବଙ୍କ ଉପରେ ଆକ୍ରମଣ ଥିଲା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଏହି ଲକଡାଉନ୍ କରୋନାଭାଇରସ୍ ଉପରେ ନୁହେଁ ବରଂ ଗରିବ ଲୋକଙ୍କ ଉପରେ ଆକ୍ରମଣ ଥିଲା । ଏହା ଚାକିରୀ ତଥା କ୍ଷୁଦ୍ର ବ୍ୟବସାୟକୁ ସମାପ୍ତ କରିଥିବାରୁ ଅସଂଗଠିତ କ୍ଷେତ୍ର ପାଇଁ ଏହା ଏକ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି।…