Latest Odisha News

BREAKING NEWS

ମୋଗଲ ଶାସନ କାଳରେ ହୋଲି: କ’ଣ କହେ ଇତିହାସ ? ଜାଣନ୍ତୁ

ନୂଆଦିଲ୍ଲୀ: ହୋଲିକୁ ସାଧାରଣତଃ ହିନ୍ଦୁଙ୍କ ପର୍ବ ରୂପେ ଦେଖାଯାଏ । କିନ୍ତୁ ରଙ୍ଗର ଏହି ପର୍ବ କେବଳ ହିନ୍ଦୁ ନୁହେଁ ବରଂ ଇସଲାମ ଧର୍ମ ସହିତ ଜଡିତ ଲୋକମାନେ ମଧ୍ୟ ପାଳନ କରନ୍ତି ଏବଂ ଅନେକ ବର୍ଷରୁ ଏହା ହୋଇ ଆସୁଅଛି । ଐତିହାସିକଙ୍କ ଅନୁସାରେ, ମୋଗଲ ଶାସନ କାଳରେ ମଧ୍ୟ ସେମିତି ହୋଲି…

୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ପାଳିବେନି

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବକୁ ଆଖି ଆଗରେ ରଖି ଭାରତୀୟ ସେନାର ୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ । ଏକତ୍ର ହୋଇ ହୋଲି ନ ପାଳିବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଗତ ଥର ମଧ୍ୟ ପୁଲୱାମା ଆତଙ୍କବାଦୀ ଘଟଣାରେ ୪୦ ଯବାନ ଶହୀଦ ହୋଇଥିବାରୁ…

ତାହିରଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଆପ ନେତା ତାହିର ହୁସେନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ତାଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳ ହୋଇଥିବା ହିଂସା ଓ ଆଇବି ଅଧିକାରୀଙ୍କ ହତ୍ୟା ମାମଲାରେ ଗିରଫ କରିଛି ।…

ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ୨ ଜଣ ଧ୍ୱଜାବାହକଙ୍କୁ ମଞ୍ଜୁରୀ

ଟୋକିଓ: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । ପ୍ରଥମ ଥର ପାଇଁ ଅଲିମ୍ପିକ ଇତିହାସରେ ୨ଜଣ ଧ୍ୱଜାବାହକ ରହିବେ । ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାରକୁ ଆଖି ଆଗରେ ରଖାଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଟୋକିଓ…

ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଶ୍ରୀଦୋଳଗୋବିନ୍ଦଙ୍କ ଦୋଳ ଉତ୍ସବ, ଜାଣନ୍ତୁ

ପୁରୀ: ଦୋଳପୂର୍ଣ୍ଣିମାରେ ସମଗ୍ର ଓଡ଼ିଶାରେ ଶ୍ରୀରାଧାକୃଷ୍ଣଙ୍କ ଆରାଧନା ସହିତ ବହୁ ଜାକଜମକରେ ପାଳିତ ହୋଇଥାଏ ଏହି ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୀତିନୀତିର ସହିତ ଦୋଳପର୍ବ ଅନୁଷ୍ଠିତ ହୋଇଥାଏ । ବହୁପୂର୍ବରୁ ଶ୍ରୀମନ୍ଦିରରେ ଦୋଳଗୋବିନ୍ଦଙ୍କ ଉପାସନା ହୋଇ…

ହାର୍ଦ୍ଦିକଙ୍କ ବିସ୍ପୋରକ ବ୍ୟାଟିଂ : ୫୫ ବଲରେ ୧୫୮ ରନ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ମାତ୍ର ୫୫ ବଲରେ ୧୫୮ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ଟିମରେ ନେବା ପାଇଁ ପରୋକ୍ଷରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଡିୱାଇ ପାଟିଲ ଟି୨୦ ସେମିଫାଇନାଲ…

ଭାରତୀୟ ସଂସ୍କୃତିରେ ଦୋଳ ପୂର୍ଣ୍ଣିମା: କେଉଁଠି କିପରି ହୁଏ ହୋଲି ଖେଳ ଜାଣନ୍ତୁ

ନୂଆଦିଲ୍ଲୀ: ହୋଲି ହେଉଛି ରଙ୍ଗର ପର୍ବ । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ହୋଲି ପର୍ବ ଅଛି । ଏହି ଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାନ୍ତି ଓ ଶୁଭେଚ୍ଛା ଜଣାନ୍ତିି । ସାଧାରଣତଃ ରଙ୍ଗ ଲଗାଇ ଓ ଶୁଭେଚ୍ଛା ଜଣାଇ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଭାରତର କିଛି ସ୍ଥାନରେ ହୋଲି ଖେଳିବାର…

ଓଡ଼ିଶାରେ ଦୋଳପୂର୍ଣ୍ଣିମା; ଘର ଘର ବୁଲି ଠାକୁର ଖାଆନ୍ତି ଭୋଗ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଫାଲଗୁନ ପୂର୍ଣ୍ଣିମା ତିଥିରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ସାରା ଓଡ଼ିଶାରେ ଏହି ଦିବସଟିକୁ ଦୋଳ ଦଶମୀ ବା ଫଗୁ ଦଶମୀ ମଧ୍ୟ କହିଥାଆନ୍ତି । ବିଭିନ୍ନ ସ୍ଥାନରେ ବା ଗାଁ ଗହଳିରେ ଅନେକ ଦେବା…

ଆଫଗାନିସ୍ତାନରେ ସିୟା ସମ୍ପ୍ରଦାୟ ଉପରେ ବଡଧରଣର ଆକ୍ରମଣ: ୨୭ ମୃତ

କାବୁଲ: ଆଫଗାନିସ୍ତାନରେ ସିୟା ସମ୍ପ୍ରଦାୟ ଉପରେ ଏକ ବଡ ଧରଣର ଆକ୍ରମଣ ହୋଇଛି ଯାହା ଫଳରେ ୨୭ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ଆଫଗାନିସ୍ତାନେ ତାଲିବାନ ସହ ହୋଇଥିବା ଶାନ୍ତି ପ୍ରକ୍ରିୟାକୁ ଝଟକା ଲାଗିଛି । ଶୁକ୍ରବାର ଏକ ରାଜନୈତିକ ଦଳ ର‌୍ୟାଲୀ ବେଳେ ଗୁଳିକାଣ୍ଡ ହୋଇଥିଲା । ଏହି…

ମୋଟୋ ଜି୮: ୪୦୦୦ ଏମ୍ଏଏଚ ବ୍ୟାଟେରୀ ସହ ତିନୋଟି ପଛ କ୍ୟାମେରା ସହିତ ଏହି ଫୋନ୍ ଲଞ୍ଚ ହୋଇଛି, ଆସନ୍ତୁ ଜାଣିବା…

ମୋଟୋ ଜି୮ ଲଞ୍ଚ ହୋଇଛି: ଲେନୋଭୋ ମାଲିକାନା କମ୍ପାନୀ ମୋଟରୋଲା ଏହାର ସର୍ବଶେଷ ସ୍ମାର୍ଟଫୋନ୍ ମୋଟୋ ଜି୮ ଲଞ୍ଚ କରିଛି | କିଛି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ, ନୂତନ ମୋଟରୋଲା ସ୍ମାର୍ଟଫୋନରେ ମୋଟୋ ଜି୭ ତୁଳନାରେ ମୋଟୋ ଜି୮ ରେ ଏକ ଅପଗ୍ରେଡ୍ ସ୍ନାପଡ୍ରାଗନ୍ ୬୬୫…