ୱିପ୍ରୋ ମୁଖ୍ୟ ଅଜିମ୍ ପ୍ରେମ୍ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି
ନୂଆଦିଲ୍ଲୀ: ଆଇଟି କମ୍ପାନି ୱିପ୍ରୋର ପ୍ରତିଷ୍ଠାତା ଅଜିମ୍ ପ୍ରେମ୍ଜୀ ହେଉଛନ୍ତି ଦେଶର ସବୁଠୁ ଦାନୀ ବ୍ୟକ୍ତି। ସେ ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୧୯-୨୦ ରେ ପ୍ରାୟ ୭,୯୦୪ କୋଟି ଟଙ୍କା ଦାନ କରିଛନ୍ତି। ହୁରୁନ୍ ଇଣ୍ଡିଆ ଏବଂ ଏଡେଲଗିଭ୍ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ତାଲିକାରେ…