Latest Odisha News

BREAKING NEWS

ଅନୁଭବଙ୍କ ବିରୁଦ୍ଧରେ ପାରିବାରିକ ହିଂସା ମାମଲା: ଆଜି ହେବ ଶୁଣାଣି

ଭୁବନେଶ୍ୱର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ବର୍ଷା ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ । ଯାହାର ଶୁଣାଣି ଆଜି କଟକ SDJM କୋର୍ଟରେ ହୋଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ,ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବର୍ଷା। କଟକ…

ଆର୍ଥିକ ଅନଗ୍ରସର ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଗୁଣାତ୍ମକ ଜୀବନଶୈଳୀ ପ୍ରଦାନ କରିବାରେ ସହାୟ ହେବ: କ୍ୟାପଟେନ ଦିବ୍ୟଶଙ୍କର…

ଭୁବନେଶ୍ୱର: ଶିଳ୍ପସଂସ୍ଥା ଏବଂ ଏମ୍‌ଏସ୍‌ଏମ୍‌ଇ ଆମ ଜୀବିକାନିର୍ବାହର ମୁଖ୍ୟ ଉତ୍ସ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସର୍ବାଧିକ ରୋଜଗାର ସୁଯୋଗ ରହିଛି । ବର୍ତ୍ତମାନ ଆମ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଯୁବକ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଆସିଛନ୍ତି । ଏହି କୁଶଳୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୭-୯-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୭ ରିଖ ସୋମବାର ସିଂହ ୨୩ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର       ଘାତ…

ସ୍ୟାଣ୍ଡଲଉଡ ଡ୍ରଗ୍ସ ସ୍କାଣ୍ଡାଲ: ଫସିଲେ ବିବେକ ଓବ୍ରେଇଙ୍କ ଶାଳକ ଆଦିତ୍ୟ, ହ୍ୟାଲୋ କିଟି କୋଡ ୱାର୍ଡ ବ୍ୟବହାର…

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଗିରଫ ହେବା ପରେ ଏଠାକାର ଫିଲ୍ମ ଇଣ୍ଡଷ୍ଟ୍ରିର ଡ୍ରଗ୍ସର କାରୋବାର ରହସ୍ୟ ଖୋଲିବାରେ ଲାଗିଛି। ସେଂଟ୍ରାଲ କ୍ରାଇମ ବ୍ୟୁରୋ ରବିବାର ବଲିଉଡ ଫିଲ୍ମ ଅଭିନେତା ବିବେକ ଓବ୍ରେଇଙ୍କ ଶାଳକ ଆଦିତ୍ୟ, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜଙ୍କ…

ପ୍ରଫେଶନାଲ କ୍ରିକେଟରୁ ଅବସର ନେଲେ ଇଆନ ବେଲ୍‌

ଲଣ୍ଡନ: ଇଂଲଣ୍ଡର ସିନିୟର କ୍ରିକେଟ ଖେଳାଳି ଇଆନ ବେଲ୍ ରବିବାର ପ୍ରଫେଶନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ୨୦୧୫ରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ନଭେମ୍ବର ୨୦୧୫ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ କେବଳ ଘରୋଇ କ୍ରିକେଟ…

ଭଗବାନଙ୍କୁ ଡର, ସତ ଲୁଚି ରହିପାରିବନି : ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ରିଲ ଲାଇଫରେ ବର୍ଷା ଅନୁଭବ ଯୋଡିରେ ବିବାହ ଆଉ ବିଚ୍ଛେଦ ନେଇ କାହାଣୀ ହୋଇଥିବା ବେଳେ ଏବେ ତାହା ସେମାନଙ୍କର ରିଅଲ ଲାଇଫରେ ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଥି ସହ କୋର୍ଟରେ ଭରଣପୋଷଣ ପାଇଁ ୧୫ କୋଟି…

ଚୁକ୍ତି ଶେଷ ନ ହେବା ପର୍ଯ୍ୟନ୍ତ ବାର୍ସିଲୋନା ଛାଡିପାରିବେ ନାହିଁ ମେସି

ବାର୍ସିଲୋନା: ବାର୍ସିଲୋନା ଓ ମହାନ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଲଢ଼େଇରେ ଜିତ୍ ମିଳିଛି କ୍ଲବକୁ । ଚୁକ୍ତି ଶେଷ ନ ହେବା ପର୍ଯ୍ୟନ୍ତ ମେସି କ୍ଳବ ଛାଡିପାରିବେ ନାହିଁ ।ଏହା ଫଳରେ ଆଗାମୀ ଲା ଲିଗା ଓ ଅନ୍ୟ ଟୁର୍ଣ୍ଣାମେଂଟରେ ମେସିଙ୍କୁ ବାର୍ସିଲୋନା ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୯୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୯୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୫୯୦ ଜଣଙ୍କ ମଧ୍ୟରୁ ୪୩୧ ଜଣ କଟକରୁ, ୩୮୬ ଜଣ ଖୋର୍ଦ୍ଧା, ୨୦୨ ଜଣ ମୟୁରଭଞ୍ଜରୁ, ୧୪୨ ଜଣ ଗଞ୍ଜାମରୁ,…

କରୋନା ରୋଗୀକୁ ବଳାତ୍କାର କଲା ଆମ୍ବୁଲାନ୍ସ ଡ୍ରାଇଭର !

କେରଳ: କରୋନା ରୋଗୀ ସହ ବଳାତ୍କାର । ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲାବେଳେ ରହସ୍ୟଘେରରେ ହସସ୍ପିଟାଲର ଭୂମିକା । ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା । ସାମ୍ନାକୁ ଆସିଥିଲା…

ଆଇପିଏଲ ୨୦୨୦: ଆସିଲା ସମ୍ପୂର୍ଣ୍ଣ କ୍ରୀଡାସୂଚୀ

ନୂଆଦିଲ୍ଲୀ: ଭାରତୀୟ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ର ନୂଆ କାର୍ଯ୍ୟସୂଚୀ ରବିବାର ଦିନ ଜାରି କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ସୂଚନାନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ବ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯…