ଓଡ଼ିଶାରେ ଆଉ ୧୦ ଜଣଙ୍କୁ ମାରିଦେଲା ମହାମାରୀ, ମୃତ୍ୟୁସଂଖ୍ୟା ଡେଇଁଲା ୫୫୦
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ତାସହ ଜୀବନ ନେଉଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଜଣେ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି ।
3. A 70-year old female of Cuttack who was also suffering…