Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ବିସ୍ପୋରକ ବ୍ୟାଟିଂ : ୫୫ ବଲରେ ୧୫୮ ରନ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ମାତ୍ର ୫୫ ବଲରେ ୧୫୮ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ଟିମରେ ନେବା ପାଇଁ ପରୋକ୍ଷରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଡିୱାଇ ପାଟିଲ ଟି୨୦ ସେମିଫାଇନାଲ…

ଭାରତୀୟ ସଂସ୍କୃତିରେ ଦୋଳ ପୂର୍ଣ୍ଣିମା: କେଉଁଠି କିପରି ହୁଏ ହୋଲି ଖେଳ ଜାଣନ୍ତୁ

ନୂଆଦିଲ୍ଲୀ: ହୋଲି ହେଉଛି ରଙ୍ଗର ପର୍ବ । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ହୋଲି ପର୍ବ ଅଛି । ଏହି ଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାନ୍ତି ଓ ଶୁଭେଚ୍ଛା ଜଣାନ୍ତିି । ସାଧାରଣତଃ ରଙ୍ଗ ଲଗାଇ ଓ ଶୁଭେଚ୍ଛା ଜଣାଇ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଭାରତର କିଛି ସ୍ଥାନରେ ହୋଲି ଖେଳିବାର…

ଓଡ଼ିଶାରେ ଦୋଳପୂର୍ଣ୍ଣିମା; ଘର ଘର ବୁଲି ଠାକୁର ଖାଆନ୍ତି ଭୋଗ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଫାଲଗୁନ ପୂର୍ଣ୍ଣିମା ତିଥିରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ସାରା ଓଡ଼ିଶାରେ ଏହି ଦିବସଟିକୁ ଦୋଳ ଦଶମୀ ବା ଫଗୁ ଦଶମୀ ମଧ୍ୟ କହିଥାଆନ୍ତି । ବିଭିନ୍ନ ସ୍ଥାନରେ ବା ଗାଁ ଗହଳିରେ ଅନେକ ଦେବା…

ଆଫଗାନିସ୍ତାନରେ ସିୟା ସମ୍ପ୍ରଦାୟ ଉପରେ ବଡଧରଣର ଆକ୍ରମଣ: ୨୭ ମୃତ

କାବୁଲ: ଆଫଗାନିସ୍ତାନରେ ସିୟା ସମ୍ପ୍ରଦାୟ ଉପରେ ଏକ ବଡ ଧରଣର ଆକ୍ରମଣ ହୋଇଛି ଯାହା ଫଳରେ ୨୭ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ଆଫଗାନିସ୍ତାନେ ତାଲିବାନ ସହ ହୋଇଥିବା ଶାନ୍ତି ପ୍ରକ୍ରିୟାକୁ ଝଟକା ଲାଗିଛି । ଶୁକ୍ରବାର ଏକ ରାଜନୈତିକ ଦଳ ର‌୍ୟାଲୀ ବେଳେ ଗୁଳିକାଣ୍ଡ ହୋଇଥିଲା । ଏହି…

ମୋଟୋ ଜି୮: ୪୦୦୦ ଏମ୍ଏଏଚ ବ୍ୟାଟେରୀ ସହ ତିନୋଟି ପଛ କ୍ୟାମେରା ସହିତ ଏହି ଫୋନ୍ ଲଞ୍ଚ ହୋଇଛି, ଆସନ୍ତୁ ଜାଣିବା…

ମୋଟୋ ଜି୮ ଲଞ୍ଚ ହୋଇଛି: ଲେନୋଭୋ ମାଲିକାନା କମ୍ପାନୀ ମୋଟରୋଲା ଏହାର ସର୍ବଶେଷ ସ୍ମାର୍ଟଫୋନ୍ ମୋଟୋ ଜି୮ ଲଞ୍ଚ କରିଛି | କିଛି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ, ନୂତନ ମୋଟରୋଲା ସ୍ମାର୍ଟଫୋନରେ ମୋଟୋ ଜି୭ ତୁଳନାରେ ମୋଟୋ ଜି୮ ରେ ଏକ ଅପଗ୍ରେଡ୍ ସ୍ନାପଡ୍ରାଗନ୍ ୬୬୫…

ହୋଲି ଖେଳିବେନି ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ । କରୋନା ଭାଇରସ(କୋଭିଡ-୧୯) ସଂକ୍ରମଣକୁ ନେଇ ସତର୍କତା ଅବଲମ୍ବନ ସ୍ୱରୂପ ହୋଲି ପାଳିବେନି ରାଜ୍ୟପାଳ । ସେ କୌଣସି ହୋଲି ମିଳନ ପର୍ବରେ ଭାଗ ନେବେ ନାହିଁ । ସେ ଭାଇରସର ସଂକ୍ରମଣରୁ ବଂଚିବା ପାଇଁ…

ସିଂହଙ୍କ କବର ସାଜୁଛି ଗିର ଜଙ୍ଗଲ: ୨ ବର୍ଷରେ ୨୬୧ ସିଂହ ମୃତ

ଅହମ୍ମଦାବାଦ: ଗୁଜରାଟର ଗିର ଜଙ୍ଗଲ ଏବେ ସିଂହଙ୍କ ପାଇଁ କବର ସାଜିଛି । ବିଧାନ ସଭାରେ ଜାରି ତଥ୍ୟ ଅନୁସାରେ ୨ ବର୍ଷ ମଧ୍ୟରେ ୨୬୧ ସିଂହ ଏଠାରେ ମୃତ୍ୟୁବରଣ କରିଛନ୍ତି । ୨୦୧୯ରେ ୧୪୮ ମୃତ୍ୟୁବରଣ କରିଥିଲେ । ଅପ୍ରାକୃତିକ କାରଣ ଯୋଗୁ ଏବଂ ଦୁର୍ଘଟଣାରେ ୧୧ ସିଂହ ଓ ୬ ଛୁଆଙ୍କ ଜୀବନ ଯାଇଥିଲା ।…

ଝଡ ତୋଫାନରେ ବଲାଙ୍ଗୀରରେ ବ୍ୟାପକ କ୍ଷୟକ୍ଷତି; ଗଛ ଉପୁଡି ଜଣେ ମୃତ

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଂହା ଓ ଆଗଲପୁର ଅଂଚଳରେ ପ୍ରବଳ ଝଡ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ ତୋଫାନରେ ବାଉଁଶବୁଦା ଉପୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି । ଲୋଇସିଂହାର ବୁର୍ଡା ଗ୍ରାମର ତଳିପଡାରେ ମଧ୍ୟ ବିରାଟ ବାଉଁଶ ବୁଦା ଉପୁଡି ଯାଇଛି ।…

ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ମନି ଲଣ୍ଡରିଂ କସେରେ ଅନାମ ନାଏକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ଅନାମଙ୍କ ପାଖରେ…

ୟେସ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି, ଆକାଉଣ୍ଟଧାରୀଙ୍କ ଟଙ୍କା ସୁରକ୍ଷିତ: ଅର୍ଥମନ୍ତ୍ରୀ

ୟେସ ବ୍ୟାଙ୍କ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ନାକୁ ଆସିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ୟେସ ବ୍ୟାଙ୍କର ନିଷେଧାଦେଶରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ସେ ନିଶ୍ଚିତ କରିଛନ୍ତି ଯେ ଆକାଉଣ୍ଟଧାରୀଙ୍କ ଟଙ୍କା ବ୍ୟାଙ୍କରେ…