Latest Odisha News

BREAKING NEWS

ଗାଡି ବୀମା କମ୍ପାନୀଗୁଡିକ ଇଚ୍ଛାଧୀନ ଭାବରେ ଚାଲିବେ ନାହିଁ, ସୁପ୍ରିମକୋର୍ଟଙ୍କ ନୂତନ ନିର୍ଦ୍ଦେଶନାମା ଜାରି

ଭାରତରେ ଲୋକମାନେ ଗାଡି କିଣିବା ପୂର୍ବରୁ ବହୁ ସମୟ ଅତିବାହିତ କରନ୍ତି, ଏହାର ମଡେଲ, ରଙ୍ଗ, ମାଇଲେଜ୍, କିନ୍ତୁ ଗାଡିର ବୀମା ପ୍ରତି ଅବହେଳା କରନ୍ତି | ଅନେକ ଲୋକ ଏହା ବିଷୟରେ ଅବଗତ ହୁଅନ୍ତି ଯେତେବେଳେ ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି, ଏବଂ ବୀମା କମ୍ପାନୀଗୁଡିକ ବୀମା ରାଶି ଦେବାକୁ…

୨୦୦ ଟଙ୍କାରେ ଏକ ମାସ ପାଇଁ ମିଳିବ ଆଣ୍ଡ୍ରଏଡ୍ ୪କେ ସେଟ୍-ଟପ୍ ବକ୍ସ ସହିତ ୧୦୦ଜିବି ଅତିରିକ୍ତ ଡାଟା

ସମ୍ପ୍ରତି ଟାଟା ସ୍କାଏ ଏହାର ସେଟ୍-ଟପ୍ ବକ୍ସର ମୂଲ୍ୟ ବୃଦ୍ଧି କରିଛି, ଯେଉଁଠାରୁ କମ୍ପାନୀର ଏସଡ଼ି ଏବଂ ଏଚଡ଼ି ସେଟ୍-ଟପ୍ ବକ୍ସଗୁଡିକ ବର୍ତ୍ତମାନ ୧,୪୯୯ ଟଙ୍କାରେ କିଣାଯାଇପାରିବ | ଏଥି ସହିତ, ବର୍ତ୍ତମାନ ଏସସିଟି କମ୍ପାନୀ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ନୂତନ ଅଫର ଆଣିଛି,…

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶ୍ରେଣୀର ବସ ଭଡା କମ କରାଯାଇଛି । ସଂଶୋଧିତ ବସ ଭଡା ଅତିଶୀଘ୍ର ଲାଗୁ କରାଯିବ । ସାଧାରଣ ଓ ଏକ୍ସପ୍ରେସ ବସରେ କିମି ପିଛା ୧ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସରେ କିମି ପିଛା ୨ ପଇସା କମ କରାଯାଇଛି । ପେଟ୍ରୋଲର…

ଭାରତରେ ଲଞ୍ଚ ହେଲା ଇନଫିନିକ୍ସ ଏସ୫ ପ୍ରୋ: ସ୍ମାର୍ଟଫୋନ୍

୧୦,୦୦୦ ରୁ କମ୍ ସ୍ମାର୍ଟଫୋନ୍: ଭାରତରେ ଇନଫିନିକ୍ସ ଏସ୫ ପ୍ରୋ ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ଇନଫିନିକ୍ସ ବ୍ରାଣ୍ଡର ଏହି ସର୍ବଶେଷ ସ୍ମାର୍ଟଫୋନ୍ ଏକ ପପ୍-ଅପ୍ ସେଲଫି କ୍ୟାମେରା ସହିତ ଲଞ୍ଚ କରାଯାଇଛି, ଏହା ବ୍ୟତୀତ ଫୋନ୍…

ମହିଳା ଟି୨୦ ବିଶ୍ୱକପ: ପତ୍ନୀ ଏଲିସାଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ଫେରିଲେ

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରବିବାର ହେବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ପକ୍ଷରୁ ଏଲିସା ହିଲେ ଖେଳିବେ । ଦଳ ତଥା ପତ୍ନୀଙ୍କ ମନୋବଳ ବଢ଼ାଇବା ପାଇଁ ଅଷ୍ଟ୍ରେଲିଆ ପୁରୁଷ ଦଳର ପେସ ବୋଲର ମିଚେଲ ଷ୍ଟାର୍କ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେଲା ବିଜୁ ପଟ୍ଟନାୟକଙ୍କୁ ନେଇ କମିକ୍ ପୁସ୍ତକ ‘ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌’

ଭୁବନେଶ୍ୱର: ମହାନ ନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ କାର୍ଯ୍ୟଧାରାକୁ ନେଇ ପ୍ରଥମ କମିକ୍ ପୁସ୍ତକ ‘ଡେୟାରଡ଼େଭିଲ୍ ଡେମୋକ୍ରାଟ୍‌’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । କିମ୍ବଦନ୍ତୀୟ ନେତା ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳନ…

ଭୁବନେଶ୍ୱର ଆରଏମଆରସିରେ ହେବ କରୋନା ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡିଶାରେ ଏପର୍ଯ୍ୟନ୍ତ ନୋଭେଲ କରୋନା ଭାଇରସ ମାମଲାର ପଜିଟିଭ ରିପୋର୍ଟ ଆସିନି । ତଥାପି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତିି, “ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ…

ଟାଇମ ପତ୍ରିକାର ୧୦୦ ମହାନ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ନୂଆଦିଲ୍ଲୀ: ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ରାଜକୁମାରୀ ଅମୃତ କୌର ଟାଇମ ପତ୍ରିକାର ୧୦୦ ମହାନ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛି । ଗତ ଶତାବ୍ଦୀରେ ଏହି ମହିଳାମାନେ ବିଭିନ୍ନ ମାଧ୍ୟମରେ ବିଶ୍ୱକୁ ନୂତନ ଦିଗ ପ୍ରଦାନ କରିଥିଲେ । ଇନ୍ଦିରା…

ଆଜିଠୁ ମଞ୍ଜରୀ ଟିଭିରେ ନୂଆ ହାସ୍ୟ ଧାରାବାହିକ ‘କିଡନାପ କମ୍ପାନୀ’

ଭୁବନେଶ୍ୱର: ଆଜି ଠାରୁ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ନୂଆ ହାସ୍ୟରସାତ୍ମକ ଧାରାବାହିକ ‘କିଡନାପ କମ୍ପାନୀ’ ପ୍ରସାରିତ ହେବ । ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟା ସମୟରେ ଏହା ପ୍ରସାରିତ ହେବ । ତିନି ଜଣ ବିଫଳ ବ୍ୟକ୍ତିଙ୍କୁ ନେଇ ଏହି ଧାରାବାହିକର କାହାଣୀ ତିଆରି ହୋଇଛି । ଏଥିରେ…

ସୁରକ୍ଷା ନେଇ ପଦଯାତ୍ରା: ବେଦାନ୍ତ ଲାଞ୍ଜଗଡ଼ରେ ଜାତୀୟ ସୁରକ୍ଷା ସପ୍ତାହ ଉଦଘାଟିତ

ଲାଞ୍ଜିଗଡ଼: ବେଦାନ୍ତ ଲାଞ୍ଜିଗଡ଼ରେ ଜାତୀୟ ସୁରକ୍ଷା ସପ୍ତାହର ଉଦଘାଟନ ଦିବସ ଅବସରରେ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୦୦ରୁ ଅଧିକ କର୍ମଚାରୀ ଶୂନ୍ୟ କ୍ଷତି ସମ୍ପର୍କିତ ସ୍ଲୋଗାନ ଦେଇ ପଦଯାତ୍ରାରେ ସାମିଲ୍ ହୋଇଥିଲେ । ଏହି ପଦଯାତ୍ରାରେ ମୁଖ୍ୟ…