ଖୋର୍ଦ୍ଧାରୁ ୭୯୭, ବରଗଡ଼ରୁ ୩୯୬: ୨୪ ଘଣ୍ଟାରେ ୩,୮୧୦ ନୂଆ କରୋନା କେସ୍
ଭୁବନେଶ୍ୱର: କୋଭିଡ୍ ଟେଷ୍ଟା ସଂଖ୍ୟା ବଢୁଛି । ଏହାସହ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୨୪ ।
Covid-19…