Latest Odisha News

BREAKING NEWS

ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଦାବି; ବିଜୁ ପଟ୍ଟନାୟକଙ୍କୁ ମିଳୁ ‘ଭାରତରତ୍ନ’

ଦିଲ୍ଲୀ/ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଅମର ପଟ୍ଟନାୟକ ଶୁକ୍ରବାର ଦିନ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ କରିବାର ଦାବି ନେଇ ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଦେଇଛନ୍ତି । ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ…

ୟେସ ବ୍ୟାଙ୍କ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ଆରବିଆଇ , ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ |

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁବାର ଦିନ ୟେସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଗ୍ରାହକଙ୍କ ପାଇଁ ଗୋଟେ ବଡ଼ ଝଟକା ଲାଗିଛି । ଆର୍ଥିକ ସଙ୍କଟ ରେ ଜଡିତ ୟେସ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ୧୯୪୯ ଅନୁଯାୟୀ…

ଆହୁରି ୨ଦିନ ବର୍ଷିବ; ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ଦିନ ଯାଏଁ ବର୍ଷା ଲାଗି ରହିବ । ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢ଼େଙ୍କାନାଳ, ନୟାଗଡ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଶୁକ୍ରବାର ଦିନ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ କାର୍ଯ୍ୟାଳୟ ଓ ଘରେ ଏକକାଳନୀ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ତାଙ୍କ ନବରଙ୍ଗପୁରର ଭଡା ଘର ଓ କାର୍ଯ୍ୟାଳୟରେ, ଭୁବନେଶ୍ୱର, ଫୁଲବାଣୀ ଓ…

ମରଣାନ୍ତକ କରୋନା ଭାଇରସ୍‌: ଭୟାନକ ସଂକ୍ରମଣରୁ କିପରି ବର୍ତ୍ତିବା ଜାଣନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବ୍ୟାପି ଚାଲିଛି ଭୟାନକ କରୋନା ଭାଇରସ୍ । ସବୁଠାରୁ ବିପଜ୍ଜନକ କଥାହେଲା ଯେ, ଏହି ମରଣାନ୍ତକ ଭୂତାଣୁଟି ଖୁବ୍ ଶିଘ୍ର ସଂକ୍ରମଣ ହୋଇଥାଏ । ଏହା ବ୍ୟତୀତ, ଏହି ଭାଇରସ ସଂକ୍ରମିତ ହେବାର କିଛି ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ । ଏହି ବିପଦପୂର୍ଣ୍ଣ ଭାଇରସ୍…

କରୋନା ଭାଇରସ: ପାରାଦୀପ ବନ୍ଦରରୁ ଚିହ୍ନଟ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ

କଟକ: ଦୁଇ ଦିନ ତଳେ ପାରାଦୀପ ବନ୍ଦରରୁ ଚିହ୍ନଟ ହୋଇଥିବା ଦମ୍ପତିଙ୍କ ରକ୍ତ ନମୂନା ନେଗେଟିଭ ରହିଥିବା ଜଣାପଡିଛି । ସିଙ୍ଗାପୁରର ଏକ ମାଲବାହୀ ଜାହାଜର ଭାରତୀୟ ଚାଳକ ଦଳ ସଦସ୍ୟ ଓ ତାଙ୍କ ପତ୍ନୀଙ୍କୁ ମାର୍ଚ୍ଚ ୨ ତାରିଖରେ କରୋନା ସନ୍ଦେହରେ ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା…

ଏସସିବି ମେଡିକାଲରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କରୋନା ସନ୍ଦେହରେ କଟକର ଏସସିବି ମେଡିକାଲରେ ଆୟର୍ଲାଣ୍ଡର ନାଗରିକ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ଥିବା ଜଣାପଡିଛି । ଏହି ଘଟଣା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୬-୩-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ ତା ୬ ରିଖ ଶୁକ୍ରବାର କୁମ୍ଭ ୨୩ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଆଜି: ଶିମ୍ବ ଖାଇବା ନିଷେଧ ଆଜିର…

ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୁରୁବାର ଦିନ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ-ଛାତ୍ର ଜନତା ତରଫରୁ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଛି । ଯୁବ-ଛାତ୍ର ଜନତା ପକ୍ଷରୁ ବିଜୁ…

ଏହି ସ୍କୁଲରେ ଆରମ୍ଭ ହେଲା ନୂଆ ନିୟମ; ପିଲାମାନେ ଶନିବାର ସ୍କୁଲକୁ ଆଣିବେନି ବହି, ବ୍ୟାଗ୍ !

ବ୍ରହ୍ମପୁର: କୋମଳମତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶନିବାର ଦିନ ବିଦ୍ୟାଳୟରେ ‘ନୋ ସ୍କୁଲ ବ୍ୟାଗ ଡ଼େ’ ଭାବେ ପାଳନ କରିବେ । ଅର୍ଥାତ୍ ଏହିଦିନ…