Latest Odisha News

BREAKING NEWS

ଅନୁଭବ-ବର୍ଷାଙ୍କ ହେବ ଡିଭୋର୍ସ ! କୋର୍ଟକୁ ଗଲେ ବର୍ଷା

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହେବାକୁ ଯାଉଛି ବିବାହ ବିଚ୍ଛେଦ ।  ସ୍ୱାମୀ ଅନୁଭବଙ୍କ ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କଟକ ଏସ୍‌ଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା । ପାରିବାରିକ…

ବୁର୍ଲାରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ୱାର୍ଡ

ସମ୍ବଲପୁର: ବୁର୍ଲା ହସ୍ପିଟାଲରେ ତିଆରି ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ୱାର୍ଡ । କରୋନା ରୋଗୀଙ୍କ ପାଇଁ ୧୫ଟି ଆଇସିୟୁର ବ୍ୟବସ୍ଥା ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଇଥିଲେ । ସେଠାରେ ପହଞ୍ଚି ବୁର୍ଲା ମେଡ଼ିକାଲରେ କୋଭିଡ଼ ପରିଚାଳନା ନେଇ ଏକ…

‘ଓଡ଼ିଶାରେ ବିଜେପି ସରକାର ଗଠନ ଆଉ ବେଶି ଦୂର ନୁହେଁ’

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ସେ ଦିନ ଆଉ ବେଶି ଦୂର ନୁହେଁ ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଭର୍ଚୁଆଲ ସମାବେଶରେ ଏହା…

ଶିିବସେନାର ବିକ୍ଷୋଭ, କଙ୍ଗନା କହିଲେ ‘ମୁମ୍ବାଇ ରକ୍ତମୁଖା ହୋଇଯାଇଛି’

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର କୁଇନ୍ କଙ୍ଗନା ରଣାୱତ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ବିରୋଧରେ ମୁହଁ ଖୋଲିଥିବା କଙ୍ଗନା ରଣାୱତ ନିଜର ଏକ ପୋଷ୍ଟକୁ ନେଇ ଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ସାଜିଛନ୍ତି । ନିଜର ଏକ…

ସୌବିକ ଗିରଫ ହେବା ପରେ ଶେଖର ସୁମନ କହିଲେ ‘ଏବେ ବଡ ସାର୍କର ପାଳି’

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଖୋଳତାଡ କରୁଛି । ଏପରିକି ଘଟଣାରେ ହାଉସ୍ ମାନେଜର ସାମୁଏଲ୍ ମିରାଣ୍ଡା ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌବିକ ଗିରଫ ହୋଇଛି । ଏନସିବିର କହିବାନୁଯାୟୀ ଡ୍ରଗ୍ସ…

ସେପ୍ଟେମ୍ବର ମାସରେ ଶନିବାର ଦିନ ବନ୍ଦ ରହିବ ଓଡିଶା ହାଇକୋର୍ଟ ଓ ଟ୍ରିବ୍ୟୁନାଲ

କଟକ: ଚଳିତ ସେପ୍ଟେମ୍ବର ମାସର ସମସ୍ତ ଶନିବାର ଦିନ ଓଡିଶା ହାଇକୋର୍ଟ, ଏସମ୍ପର୍କିତ କାର୍ଯ୍ୟାଳୟ, ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଓ ଅଫିସ୍ ଗୁଡିକ ବନ୍ଦ ରହିବ । ଏସମ୍ପର୍କରେ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟ ୩୧…

ସୁଶାନ୍ତଙ୍କ ବାନ୍ଦ୍ରା ଘରେ ସିବିଆଇ ଟିମ୍, ସାଙ୍ଗରେ ଅଛନ୍ତି ଭଉଣୀ ମୀତୁ ସିଂହ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଳତାଡ ଚାଲିଛି । ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଓ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି । ଏପଟେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ସିବିଆଇ…

ଛତିଶଗଡରେ ବସ୍ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ଛତିଶଗଡର ରାୟପୁରରେ ହୋଇଥିବା ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ନେଇ ଶନିବାର ସୂଚନା ଦେଇଛନ୍ତି ଓଡିଶା ଡିଜିପ ଅଭୟ । ସୂଚନାନୁଯାୟୀ, ଛତିଶଗଡର ଛେରୀଖେଦି ଅଞ୍ଚଳରେ ଆଜି ସକାଳ ପ୍ରାୟ ୮ଟା ୩୦ମି. ସମୟରେ ଏକ ଟ୍ରକ୍ ସହ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ…

୧୩ ବର୍ଷୀୟ ବାଳକ ସମେତ ରାଜ୍ୟରେ ଆଉ ୭ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୭ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଞ୍ଜାମରୁ ୧, ଖୋର୍ଦ୍ଧାରୁ ୧,…

ଆଜି ରାଜ୍ୟରେ ୩୫୪୩ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଓ ମୟୂରଭଞ୍ଜରେ ବେକାବୁ

ଭୁବନେଶ୍ୱର: ଖୋର୍ଦ୍ଧା ପରେ ମୟୂରଭଞ୍ଜ କୋରନାର ନୂଆ ହଟସ୍ପଟ୍ । ଖୋର୍ଦ୍ଧାରେ କରୋନା ବ୍ରେକ ଫେଲ୍ । ମୟୂରଭଞ୍ଜରେ ମାଡୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୫୪୩ ନୂଆ କରୋନା ଆକ୍ରାନ୍ତ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ ହଜାର ୧୬୧ ଓ ଲୋକାଲ୍…