Latest Odisha News

BREAKING NEWS

କରୋନା ଆତଙ୍କ: ଏସବୁ ଦେଶଗୁଡିକୁ ଭ୍ରମଣ ବୀମା ଦେବେନି କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ବିଶ୍ବ ବ୍ୟାପି କରୋନା ଭାଇରସ ବ୍ୟାପୁଥିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଯାହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବୀମା ଦ୍ୱାରା କରୋନା ଭାଇରସ୍ ଚିକିତ୍ସା ରୂପାନ୍ତର: ଯଦି ଆପଣ ଏପରି ଏକ ଦେଶକୁ ଯାଉଛନ୍ତି ଯେଉଁଠାରେ ସରକାରଙ୍କ ଦ୍ୱାରା ଭ୍ରମଣ ଆଡ଼ଭାଇଜରି ଜାରି କରାଯାଇଛି…

ଲଜ୍ଜା: ରାଜଧାନୀରେ ସ୍କୁଲ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଅସଦାଚରଣ; ଥାନାରେ ଅଟକ

ଭୁବନେଶ୍ୱର: ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ସ୍କୁଲରେ ଜଣେ ଶିକ୍ଷକ ଏକ ଛାତ୍ରୀଙ୍କ ପ୍ରତି ଗତ ୪ ମାସ ହେଲା ଅସଦାଚରଣ କରିଆସୁଥିଲେ । ଏପରି ଲଗାତର…

ଧରାପଡିଲା ଅତିଥି ଚୋର, ସୁନା, ରୁପା ସହ ୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଅତିଥି ଚୋର । ବିବାହ ଭୋଜିକୁ ଅତିଥି ବେଶରେ ଆସି ଲୁଟ କରୁଥିବା ଚୋରକୁ କାବୁ କରିଛି ଖଣ୍ଡଗିରି ଥାନା ପୁଲିସ । ଅଭିଯୁକ୍ତ ସେକ୍ ଅବଦୁଲ ଲତିର ଓରଫ ନନ୍ଦୀ ପାଖାପାଖି ୩ ଟି ରିସେପ୍‌ସନ ପାର୍ଟିରୁ ଲକ୍ଷାଧିକ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା ।…

ରାଜଧାନୀରେ ଅକସ୍ମାତ ବୃଷ୍ଟିପାତ; ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହିସବୁ ସ୍ଥାନରେ ହେବ ବର୍ଷା !

ଭୁବନେଶ୍ୱର: ରାଜଧାନୀରେ ବୁଧବାର ଦିନ ଅପରାହ୍ନରେ ହଠାତ୍ ଝଡ଼ବର୍ଷା ହେବାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ । ଅପରାହ୍ନରେ ହୋଇଥିବା ଏହି ମୂଷଳଧାରାର ବର୍ଷା ରାଜଧାନୀକୁ ସମ୍ପୂର୍ଣ୍ଣ ଧୋଇ ଦେଇଥିଲା । ଦିନ ପ୍ରାୟ ୨ଟା ବେଳକୁ ଭୁବନେଶ୍ୱର ପାଗ କ୍ରମେ ବଦଳିବାକୁ ଲାଗିଥିଲା ।…

କାଶ୍ମୀରରେ ସୋସିଆଲ ମିଡିଆ ଉପରୁ ହଟିଲା ବ୍ୟାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା । ଦୀର୍ଘ ୭ ମାସ ପରେ ସୋସିଆଲ ମଡିଆ ଉପରୁ ହଟିଲା ବ୍ୟାନ୍ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ ହୋଇଥିଲା । ତେବେ ଆଜି ଏହାକୁ ପ୍ରଶାସନ ପ୍ରତ୍ୟାହାର କରିଛନ୍ତି ।…

ହାତ ମିଳାଅନି, ଆଲିଙ୍ଗନ କରନି: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା ବୈଠକ ହୋଇଛି । ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଓଡ଼ିଶାରେ କରୋନା ପରୀକ୍ଷାର ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି…

ବିନା ହେଲମେଟରେ ଗାଡି ଚଳାଇ ଫାଇନ ଭରିଲେ ପୋଲିସ ବାବୁ

ବଲାଙ୍ଗୀର: ହେଲମେଟ ନ ପିନ୍ଧି ଜଣେ ପୋଲିସ ବାବୁ ଦୁଇ ଚକିଆ ଯାନ ଚଳାଇବାର ଭିଡିଓ ମଙ୍ଗଳବାର ଦିନ ଭାଇରାଲ ହୋଇଥିଲା । ଯାହାଫଳରେ ତାଙ୍କୁ ଜୋରିମାନା ସଦୃଶ ୧୦୦୦ ଟଙ୍କା ଦେବାକୁ ପଡିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସବ୍-ଇନ୍ସପେକ୍ଟର ଅଭିନାଶ ନାୟକ। ଟ୍ରାଫିକ୍ ନିୟମ ଉଲଘଂନ…

ନିର୍ଭୟା ମାମଲା: ଶେଷ ହେଲା ସବୁ ବିକଳ୍ପ, ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ ହୋଇଛି । ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରିଛନ୍ତି । ଏଥିସହ ୪ ଦୋଷୀଙ୍କ ସବୁ ଆଇନଗତ ବିକଳ୍ପ ମଧ୍ୟ ଶେଷ ହୋଇଛି । ରାଜକ୍ଷମା ଆବେଦନ ଖାରଜ ହେବା ପରେ ୪ ଦୋଷୀ ଫାଶୀ…

ଶ୍ରୀମନ୍ଦିରରେ ଏପ୍ରିଲ ୧ରୁ ହେବ ପ୍ଲାଷ୍ଟିିକ ବ୍ୟାନ; ପାନଛେପ ପକାଇଲେ ୫୦୦ଟଙ୍କା ଜୋରିମାନା !

ପୁରୀ: ଆସନ୍ତା ଏପ୍ରିଲ୍ ପହିଲାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ପ୍ରଦାନ କରାଯାଇଛି । ଛତିଶା ନିଯୋଗର ଅନୁଷ୍ଠିତ ଏକ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ…

କରୋନା ପାଇଁ ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶାରେ ଦୁଇ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରା ପ୍ରକାଶ ପାଇଛି । ଏନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି । ନିଜ କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନ ରହିବା ପାଇଁ କୁହାଯାଇଛି । ବାରମ୍ବାର…