ଦାହ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୧୨ ଆହତ
ଭୋପାଲ: ବିକାଶଖଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ଦାହ ସଂସ୍କାର କରିବା ପାଇଁ ଯାଇଥିବା ୫୦ ବ୍ୟକ୍ତିଙ୍କ ଉପରେ ମହୁମାଛି ଆକ୍ରମଣ କରିଛି । ଏଥିରେ ୧୨ ଲୋକ ବେହୋଶ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସରପଂଚ ରାମଦୟାଲ ହଡପାଚେଙ୍କ କହିବା ଅନୁସାରେ, ସ୍ଥାନୀୟ…