Latest Odisha News

BREAKING NEWS

ଓଡ଼ିଶା ସମେତ ୧୭ଟି ରାଜ୍ୟରେ ଅଧିକ ଗ୍ରୀଷ୍ମ ପ୍ରବାହ; ଆଇଏମଡ଼ିର ସତର୍କ ସୂଚନା

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ଦେଶର ୧୬ଟି ଗ୍ରୀଷ୍ମ ପ୍ରବାହ ଜୋନ ମଧ୍ୟରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଅଧିକ ଗ୍ରୀଷ୍ମ ପ୍ରବାହ ହେବାନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)…

ଶ୍ରୀମନ୍ଦିର ସେବାୟତଙ୍କ ପିଲାମାନଙ୍କ ଲାଗି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଲାମ ପ୍ରକଳ୍ପ (ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ସେବକମାନଙ୍କ ପିଲାମାନଙ୍କ ପାଇଁ ମଡେଲ ସ୍କୁଲ) ଓଡିଶା ସରକାର ଅନୁମୋଦନ କରିଛନ୍ତି। ଏହା ପୁରୀର ମାଟିଟୋଟା ଠାରେ ୧୫ ଏକର ଜମିରେ ନିର୍ମାଣ ହେବ ଯେଉଁଥି ପାଇଁ ରାଜ୍ୟ ସରକାର ଅବଢା ଯୋଜନା ଅଧୀନରେ ୨୫…

ଦାଦନ ଯନ୍ତ୍ରଣା: ତେଲେଙ୍ଗାନାରୁ ଉଦ୍ଧାର ହେଲେ ୩୩ ଶ୍ରମିକ

ବରଗଡ: ଓଡିଶାର ପାଖାପାଖି ୩୩ଜଣ ଶ୍ରମିକ ଦଲାଲଙ୍କ ଦ୍ୱାରା ଇଟାଭାଟିକୁ କାମ କରିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡିଥିଲେ । ପଡୋଶୀ ରାଜ୍ୟ ତେଲେଙ୍ଗାନାର ପେଟାପଲ୍ଲୀ ଜିଲ୍ଲା ସ୍ଥିତ ପାଣ୍ଡୁଲାପଲ୍ଲୀ ଗାଁରୁ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଓଡିଶାର ଶ୍ରମ ବିଭାଗ । ଜଣେ ଦାଦନ…

୩୦୦ ଟେଷ୍ଟ ଉଇକେଟ ପାଇଁ ଈଶାନ୍ତଙ୍କୁ ଅପେକ୍ଷା କରିବାକୁ ପଡିବ

ୱେଲିଂଟନ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ ହାସଲ ପାଇଁ ଭାରତର ପେସ ବୋଲର ଈଶାନ୍ତ ଶର୍ମାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଫିଟ ନ ଥିବାରୁ ଖେଳିବେ ନାହିଁ । ଈଶାନ୍ତ ୯୭ ଟେଷ୍ଟର ୧୭୫ ଇନିଂସରେ ୨୯୭ ଉଇକେଟ ହାସଲ…

କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୪ ମୃତ; ୩୦ରୁ ଅଧିକ ଆହତ

ବହାଦୁରଗଡ: ଦିଲ୍ଲୀ ସ୍ଥିତ ବହାଦୁରଗଡର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦିନ ବଏଲର ଫାଟି ଯାଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସହରର ଟ୍ରାମା ସେଣ୍ଟର ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ବଏଲର ଫାଟିଯିବା…

ଦିଲ୍ଲୀ ହିଂସାକାଣ୍ଡ: ବିଜେପିକୁ ଦାୟୀକରି ଶାହଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ନେତା

ଭବାନୀପାଟଣା: ସିଏଏକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦିଲ୍ଲୀରେ ଚାଲିଛି ହିଂସାକାଣ୍ଡ । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ନେଇ ଚାଲିଥିବା ଏହି ହିଂସାକାଣ୍ଡ ଲାଗି ବିଜେପିକୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଏପରିକି ଏଥିଲାଗି ସେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ…

ୟୁଏଇରେ ହେବ ଏସିଆ କପ୍ କ୍ରିକେଟ

ଦୁବାଇ: ଏସିଆ କପ ଆୟୋଜକ ନେଇ ଚାଲିଥିବା ତର୍କ, ବିତର୍କ ଚୂଡାନ୍ତ ରୂପ ନେଇଛି । ପାକିସ୍ତାନ ବଦଳରେ ଏହି କ୍ରିକେଟ ଟୁର୍ନାମେଂଟ ୟୁଏଇରେ ଆୟୋଜିତ ହେବ । ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ, ଏସିଆ କପ୍…

ପୁଲୱାମା ଆକ୍ରମଣ: ମାଷ୍ଟରମାଇଣ୍ଡର ମୋବାଇଲରୁ ମିଳିଲା ବୋମା ତିଆରି କରିବାର ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସିଆରପିଏଫଙ୍କ ଶିବିରରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ଖୁଲାସା ହୋଇଛି । ଆକ୍ରମଣରେ ମାଷ୍ଟରମାଇଣ୍ଡ କାମରାନ ଓରଫ ଗାଜି ରଶିଦର ମୋବାଇଲରୁ କିଛି ତଥ୍ୟ ହାସଲ ହୋଇଛି । ଆକ୍ରମଣର ୪ଦିନ ପରେ କାମରାନକୁ ଗୁଳି କରି ହତ୍ୟା କରାଯାଇଥିଲା । କାମରାନର…

ହିନ୍ଦୁ-ମୁସଲମାନଙ୍କୁ ଏକ ହେବାକୁ ପଡିବ: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡର ଫିଲ୍ମମେକର ବିବେକ ଅଗ୍ନିହୋତ୍ରର ଦିଲ୍ଲୀ ହିଂସା ଏକ ଦଙ୍ଗା ନ ଥିଲା । ଯୋଜନା ମୁତାବକ ଭାରତ ଓ ହିନ୍ଦୁଙ୍କ ବିରୋଧରେ ଏହା ଯୁଦ୍ଧ ଥିଲା ବୋଲି ଟୁଇଟ କରିଛନ୍ତି । ମୁଁ ପୂର୍ବରୁ ଏ ନେଇ ଚେତାଇ ଥିଲି । ୨୦୨୦ରେ କଶ୍ମୀର-୨ର ପୁନରାବୃତି ହୋଇଛି କହିଲେ ଭୁଲ ହେବ ନାହିଁ । ଏହି…

ହୋମଗାର୍ଡଙ୍କ ଦରମା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ଓଡିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ ସପ୍ତମ ବେତନ କମିଶନ ଅନୁସାରେ, ଜାନୁଆରୀ ୧, ୨୦୨୦ରୁ ଦୈନିକ ୫୦୦ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ମାସକ ମଧ୍ୟରେ…