Latest Odisha News

BREAKING NEWS

ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

-ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ…

କରୋନାରେ ମୃତ୍ୟୁବରଣ କଲେ କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାର

ଚେନ୍ନାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାରଙ୍କର ଆଜି ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବସନ୍ତଙ୍କୁ ଗତ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଜି ତିନି ସହଯୋଗୀଙ୍କ ହେଲା ଲାଇ ଡେଟେକସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର ଲାଇ ଡିଟେକସନ ଟେଷ୍ଟ ହୋଇଛି । ସେମାନଙ୍କୁ ୪୦ ରୁ ଗୁଡାଇ ତୁଡାଇରୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ଜଣାପଡିଛି । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବୋରୋଟୋରୀରେ କରାଯାଇଥିବା ଏହି…

ରେସଲର ଭିନେଶ ଫୋଗଟଙ୍କୁ କରୋନା

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭିନେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ଜଣାଇଥିଲେ । ସେପ୍ଟେମ୍ବର ୧ରୁ ଅଲିମ୍ପିକ ପାଇଁ ନ୍ୟାଶନାଲ…

ମୌସୁମୀ ଅଧିବେଶନର ୭୨ ଘଣ୍ଟା ପୂର୍ବରୁ ସାଂସଦଙ୍କ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ସାଂସଦ ମାନେ କରୋନା ପରୀକ୍ଷା କରାଇବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୋଭିଡ-୧୯ ଟେଷ୍ଟ କରିବା ପାଇଁ ପାର୍ଲିଆମେଣ୍ଟ…

ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ସରକାର

ଭୁବନେଶ୍ୱର : ଚଳିତ ବର୍ଷ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ଓ ରହିବା ବ୍ୟବସ୍ଥା କରିବେ ସରକାର । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଏପରି ସୁବିଧା…

କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲ ସିଲ୍

ଭୁବନେଶ୍ୱର: କରୋନା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୁରୀ ବାଇପାସ୍ ନିକଟରେ ଥିବା ଏକ ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ସିଲ୍ କରିଛି । ଉକ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ବିଏମସିର ସ୍ପେଶାଲ୍ ସ୍କ୍ୱାଡ୍ ଚଢାଉ ବେଳେ ସେଠାରେ ଜନ୍ମଦିନ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌, ମୋଟ ୪୦ଟି ଗେଟ୍ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର : ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଛି । ତେଣୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲା ହୋଇଛି । ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦର ବର୍ତ୍ତମାନ ଜଳସ୍ତର ରହିଛି ୬୨୫ ଦଶମିକ ୫୨ ଫୁଟ୍ ।…

ଭୁବନେଶ୍ୱରରେ ୯ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୨୦୨ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୫୨…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…