Latest Odisha News

BREAKING NEWS

ଜାଣନ୍ତୁ, ନବୀନ ନିବାସରେ କ’ଣ ଖାଇଲେ ଅମିତ ଶାହ !

ଭୁବନେଶ୍ୱର: ଗୋଟିଏ ଟେବୁଲରେ ୪ଟି ଭିନ୍ନ ଭିନ୍ନ ରାଜନୈତିକ ଦଳର ହେଭିୱେଟ୍ ନେତା । ରାଜନୈତିକ ଛକାପଞ୍ଝାଠୁ ଦୂରରେ ରହି ଦେଶର ଏହି ପ୍ରମୁଖ ନେତାମାନେ ଗୋଟିଏ ଖାଇବା ଟେବୁଲରେ ଭୁରି ଭୋଜନ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମଂତ୍ରଣ ରକ୍ଷା କରି କେନ୍ଦ୍ର…

ଯୁକ୍ତ ଦୁଇ ପରୀକ୍ଷା: ମାର୍ଚ୍ଚ ୧ ସୁଦ୍ଧା ପହଂଚିବ ପ୍ରଶ୍ନପତ୍ର

ଭୁବନେଶ୍ୱର: ଆଉ ମାତ୍ର ୩ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା । ସେଥିପାଇଁ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ପରିଚାଳନା ହବ୍ କୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଂଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର…

ଜାପାନ ସହଯୋଗରେ ଇସ୍ପାତ୍ ଶିଳ୍ପର ପୂର୍ବଦୋୟରେ ଓଡିଶା ହେବ ପ୍ରମୁଖ କେନ୍ଦ୍ର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ ଋଣନୀତିର ଆବଶ୍ୟକତା ରହିଛି ଏବଂ ଏହି ଇସ୍ପାତ୍ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜାପାନ ଦେଶର ଭଲ ସହଯୋଗୀ ରାଷ୍ଟ୍ର ହୋଇଛି । ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡିଶାକୁ ଇସ୍ପାତ୍ ଶିଳ୍ପର ପୂର୍ବଦୋୟରେ ପ୍ରମୁଖ…

ଯେତିକି ମନୋରମ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରଶଂସନୀୟ ଏହାର ହସ୍ତକଳା; ଜାଣନ୍ତୁ ଏହି ଗ୍ରାମ ସମ୍ପର୍କରେ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ । ଏହାକୁ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଏଇଠି ଅଜାଡି ଦେଇଛି । ହିମାଚଳର ଧୋଲଧାର ପାହାଡ଼ରେ ଅବସ୍ଥିତ ଏକ ଗ୍ରାମ । ଏହାର ନାମ ହେଉଛି ଆଣ୍ଡ୍ରେଟ୍ଟା । ଯାହା ନିଜର ସୌନ୍ଦର୍ଯ୍ୟ ଓ ନିଜର କଳା…

‘ରିୟଲ ମି’ର ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡର ଦବଙ୍ଗ ଖାନ

ମୁମ୍ବାଇ: ସ୍ମାର୍ଟଫୋନ୍‌ ବ୍ରାଣ୍ଡ 'ରିୟଲ୍ ମି' ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ବଲିଉଡର ଦବଙ୍ଗ ଖାନ ମାନେ ସଲମାନ ଖନଙ୍କୁ ନିଯୁକ୍ତି ଦେଇଛି । ପ୍ରଥମଥର ପାଇଁ ସଲମାନ୍‌ ଏକ ‌ସ୍ମାର୍ଟଫୋନ୍‌ କମ୍ପାନି ସହ ଯୋଡ଼ି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ,…

ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କଲା ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶି ଦଣ୍ଡାଦେଶ ଘୁଂଚି ଘୁଂଚି ଯାଉଛି । ଏବେ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଏହି ପିଟିସନରେ ପବନ ଗୁପ୍ତା ଫାଶି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, ନିର୍ଭୟା…

ବିଶ୍ୱ ବଜାରରେ ଭାରତୀୟ ଜିନିଷର ଗୁଣାତ୍ମକମାନ ସବୁଠୁ ଉପରେ

ଭାରତୀୟ ଗୁଣାତ୍ମକ ନିୟନ୍ତ୍ରଣ ବିଭାଗ ଓ ପିଏଚଡି ସିସିଆଇର ମିଳିତ ଆନୁକୁଲ୍ୟରେ ତ୍ରୟୋଦଶ ଆଂଚଳିକ ଗୁଣାତ୍ମକ ସାମଗ୍ରୀ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ସ୍ମାର୍ଟ ମାନୁଫାକଚରିଂର ଦୀର୍ଘସ୍ଥାୟୀ ସୂତ୍ର ଉପରେ ବିଶେଷ କରି ଆଲୋଚନା…

ଏଏସଆଇର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି !

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ)ର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରରେ ଥିବା ଏକ ସୁନ୍ଦର ପୁରାତନ ମୂର୍ତ୍ତି ଭାଙ୍ଗିଯାଇଥିବାର ଅଭିଯୋଗ ହୋଇଛି । ଶୁକ୍ରବାର ଦିନ କୋଣାର୍କରେ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏହାକୁ ନେଇ ଆଲୋଚନା ହୋଇଛି ।…

କଦଳୀ କାନ୍ଧି ଭିତରେ ଚୋରା ଚାଲାଣ; ୨.୪୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର: କଦଳୀ କାନ୍ଧି ଭିତରେ ୨.୪୫ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଟ୍ରକ୍ ବୁଧବାର ଦିନ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ଦ୍ୱାରା ଧରାପଡିଛି । ବିଶାଖାପାଟଣାରୁ ଭୁବନେଶ୍ୱରକୁ ଟ୍ରକ ଯୋଗେ ଆସୁଥିବା ଗଞ୍ଜେଇ ବିଶାଖାପାଟଣାର ଏନଏଡି ଜଙ୍କସନରେ ଧରାପଡିଛି ।…

ଦିଲ୍ଲୀରେ ହିଂସା ପାଇଁ କିଏ କରୁଛି ଅର୍ଥ ଯୋଗାଣ? କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ପୋଲିସକୁ ହାଇକୋର୍ଟର ନୋଟିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଂଚଳରେ ବ୍ୟାପିଥିବା ହିଂସା ସହିତ ଜଡିତ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗ ସମେତ ଅନ୍ୟ ୮ଟି ସ୍ଥାନରେ କରାଯାଉଥିବା ପ୍ରଦର୍ଶନ ଉପରେ ଦିଲ୍ଲୀ ପୋଲିସ,…