ଖୋଲିଲା ରେଙ୍ଗାଲି ଜଳ ଭଣ୍ଡାରର ୪ ଟି ଗେଟ୍
ଅନୁଗୁଳ: ପ୍ରବଳ ବର୍ଷା କାରଣରୁ ରେଙ୍ଗାଲି ଜଳଭଣ୍ଡାର ମୋଟ ୪ ଟି ଗେଟ ଖୋଲାଯାଇଛି। ସେହିପରି ତଳ ମୁଣ୍ଡରେ ସମଲ ବ୍ୟାରେଜ ର ମଧ୍ୟ ୧୩ ଟି ଗେଟ ଖୋଲା ଯାଇଛି ।
ରେଙ୍ଗାଳିରେ ପୂର୍ବରୁ ୩ ଟି ଗେଟ ଖୋଲା ଥିଲା । ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ…