ନିଆରା ପ୍ରୟାସ: ରକ୍ତଦାନ କରି ଆରମ୍ଭ କଲେ ବୈବାହିକ ଜୀବନ
ଭୁବନେଶ୍ୱର : ବିବାହ ଉତ୍ସବକୁ ଜାକଜମକରେ ପାଳନ କରିବାକୁ କେହି କେହି ହୋଟୋଲରେ ପାର୍ଟି ଦେଉଥିବା ବେଳେ ଆଉ କେହି କେହି ଦାମିକା ଖାଦ୍ୟ ସହିତ ନାଚଗୀତର ବ୍ୟବସ୍ଥା କରିଥାନ୍ତି ।
ହେଲେ ଏ ସବୁର ବ୍ୟତିକ୍ରମ ଘଟାଇ ଯୁବ ସମାଜସେବୀ ବିକ୍ରମ ନାୟକ ଓ ମନସ୍ୱିନୀ ପରିଡ଼ା ବିବାହ ଉତ୍ସବକୁ ଏକ ନିଆରା…