Latest Odisha News

BREAKING NEWS

ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି JEE, NEET ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଏଥର ଦେଶରେ ଆୟୋଜନ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ…

ଓଡିଶାରେ ରେକର୍ଡ ସଂଖ୍ୟକ ୨୫୪୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୫୪୬ ଜଣଙ୍କ ମଧ୍ୟରୁ ୬୨୭ ଜଣ ଖୋର୍ଦ୍ଧାରୁ, ୨୬୬ ଜଣ ଗଞ୍ଜାମ, ୧୪୩ ଜଣ ନୟାଗଡରୁ, ପୁରୀରୁ ୧୪୧,…

ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ପାଇଁ କରୋନା ବ୍ୟାପୁଛି: ICMR

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଛି କରୋନାର ରାଜ । ପ୍ରତିଦିନ ବଢ଼ୁଛି ସଂକ୍ରମଣ ସଂଖ୍ୟା । କରୋନାଠୁ ଦୂରେଇ ରହିବା ପାଇଁ ମାସ୍କ ହିଁ ଏକମାତ୍ର ବିକଳ୍ପ । ତେଣୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । କିନ୍ତୁ କିଛି ଦାୟିତ୍ୱହୀନ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ପାଇଁ ଦେଶରେ କରୋନା…

ମରିଯାଉଛି କି ମାନବିକତା! ବୁଲା କୁକୁରକୁ ପିଟିପିଟି ମାରିଦେଲେ ଯୁବକ

ବ୍ରହ୍ମପୁର: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ବଟ ଗଉଡ ସାହିରେ ଏକ ବୁଲା କୁକୁରକୁ କିଛି ଯୁବକ ପିଟିପିଟି ମାରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏନେଇ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ଗତ ଅଗଷ୍ଟ ୨୦ ରେ ରାତି ୮ ଟାରେ ଏହି ଘଟଣା ଘଟିଥିଲା ବେଳେ…

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ଯାଏ ଚାଲିବ । ଏନେଇ ଏକ ସୂତ୍ରରୁ ଜଣାପଡିଛି । ଚଳିତ ଅଧିବେଶନରେ ସଂସଦର ଉଭୟ ଗୃହ ବିନା ଅଫ୍ ଡେ’ରେ ଚାଲିବ । ଅର୍ଥାତ୍ ଶନିବାର ଓ ରବିବାର ଛୁଟି…

ସୁଶାନ୍ତଙ୍କ ସପକ୍ଷରେ ଆଗକୁ ଆସିଲେ କ୍ରିକେଟର୍ ରାଇନା !

ଦୁବାଇ: ମୃତ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଅପଲ୍ କଲେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର୍ । ଅନ୍ୟ କେହି ନୁହେଁ ବରଂ କ୍ରିକେଟର ସୁରେଶ ରାଇନା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । View this post on…

ଅଲ୍ଟ୍ରା-ଫାଷ୍ଟ ୪ଜି ନେଟୱାର୍କ ସେବା ଆଣ୍ଡାମାନର ଜୀବନଶୈଳୀ ବଦଳାଇବ

ନୂଆଦିଲ୍ଲୀ: ଭାରତ ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଦେଶର ପ୍ରତ୍ୟେକ କୋଣରେ ଆଧୁନିକ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ସମ୍ପ୍ରତି, ଆଣ୍ଡାମାନର ପୋର୍ଟ ବ୍ଲେୟାରରେ ସବ୍‌ମେରାଇନ୍ ଅପ୍ଟିକାଲ୍ ଫାଇବର କେବୁଲ୍ କନେକ୍ଟିଭିଟି ପ୍ରୋଜେକ୍ଟ ଶେଷ ହୋଇଛି | ଏହା ଅଧୀନରେ ଆଣ୍ଡାମାନ ହାଇ ସ୍ପିଡ୍…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ…

ପରଲୋକରେ ‘ଛବିରାଣୀ ହତ୍ୟାକାଣ୍ଡ’ର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବିଚାରପତି

ଭୁବନେଶ୍ୱର: ୮୦ ଦଶକର ବହୁ ଚର୍ଚିତ "ଛବିରାଣୀ ହତ୍ୟାକାଣ୍ଡ" ମାମଲାରେ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ତତ୍କାଳୀନ କଟକ ଦୌରା ଜଜ ଶ୍ରୀ କୃଷ୍ଣ ଚନ୍ଦ୍ର କରଙ୍କର ଆଜି ଦେହାନ୍ତ ହୋଇଯାଇଛି । କେନ୍ଦ୍ରାପଡ଼ା ସାନମଙ୍ଗଳା ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି । ମମୃତ୍ୟୁ ବେଳକୁ…

ସୁଶାନ୍ତ ସିଂ କେସ୍‌: ଆମ୍ବୁଲାନ୍ସ ଡ୍ରାଇଭରକୁ ୪ଥର ଫୋନ କରିଥିଲେ ସନ୍ଦୀପ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ମଙ୍ଗଳବାର ଏକ ଟିଭି ଚ୍ୟାନେଲ ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ସନ୍ଦୀପ ସିଂ ମୋବାଇଲ କଲ ଡିଟେଲରୁ ଏହି ତଥ୍ୟ ଜଣାପଡିଛି । ସୁଶାନ୍ତଙ୍କ ମୃତ୍ୟୁ ଦିନ ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟ ୱାଡଙ୍ଗରଙ୍କୁ ସନ୍ଦୀପ ୪ଥର ଫୋନ କରିଥିଲେ । ତେବେ ସେ ଏତେ…