Latest Odisha News

BREAKING NEWS

‘ଡିଜିନ’ ପତ୍ରିକାରେ ଓଡ଼ିଶାର କୃଷି ଭବନ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ଓଡିଶାର କୃଷି ଭବନ । ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଏହା ସ୍ଥାନ ପାଇଛି ।ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି । ଏହାର…

କାହିଁକି ସୁଶାନ୍ତଙ୍କ ସହ କାମ କରିବାକୁ ମନା କରିଥିଲେ କଙ୍ଗନା ?

ମୁମ୍ବାଇ: ବର୍ଷ ୨୦୨୦ରେ ଲଗାତାର ଶୁଣିବାକୁ ମିଳୁଛି ଅଶୁଭ ଖବର । ବଲିଉଡର ଅନେକ ଅଭିନେତାଙ୍କ ଦେହାନ୍ତ ହୋଇଥିଲା । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଉପରେ ରହସ୍ୟର ପରଦା ଏବେ ବି ଘୋଡାଇ ହୋଇ ରହିଛି । ଖାସ କରି ସୁଶାନ୍ତଙ୍କ ମାମଲାରେ ବଲିଉଡ ମାଫିଆଙ୍କୁ ଟାର୍ଗେଟ୍ କରିଛନ୍ତି କଙ୍ଗନା ରଣାୱତ ।…

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ କୋଭିଡ-୧୯ ସହାୟତା ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର  ନିମନ୍ତେ ମୁଖ୍ୟମନ୍ତ୍ରୀ  କୋଭିଡ-୧୯ ସହାୟତା ପ୍ୟାକେଜକୁ  ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ…

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରର ଅନୁଧ୍ୟାନ ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ‘ରତ୍ନ ଭଣ୍ଡାର’ର ଅଳଙ୍କାର ଗୁଡିକର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଏସମ୍ପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏକ ଚିଠି କରାଯାଇଛି । ଆହୁରି ମଧ୍ୟ ମୁକ୍ତି ମଣ୍ଡପରେ ଖାଲି ପଡିଥିବା…

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ଭଳି ପରୀକ୍ଷା ସ୍ଥଗିତ ପାଇଁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଜେଇଇ (ମେନ୍‌) ସେପ୍ଟେମ୍ବର ୧ରୁ୬ ଏବଂ ନିଟ୍ ପରୀକ୍ଷା…

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଚୟନ ହୋଇଥିବା ବେଳେ ତାଙ୍କ ବିପକ୍ଷରେ…

କବିତା ସହିତ ମୋ ସମ୍ପର୍କର ସତ୍ୟପାଠ

ବାପା ଶିକ୍ଷକ ଥିଲେ । ସେ ଯେପରି ତନ୍ମୟ ହୋଇ 'ତପସ୍ୱିନୀ', 'ପଦ୍ମ', 'ଉଠ କଙ୍କାଳ' କବିତାଗୁଡିକ ଆବୃତ୍ତି କରୁଥିଲେ ..ମୋ ହୃଦୟରେ କବିତା ପ୍ରତି ଅନୁରାଗ ଅଙ୍କୁରିତ ହେଉଥିଲା ମୋ ଅଜାଣତରେ । ମୋ ମାଆ ସୁଲଳିତ କଣ୍ଠରେ ପଢୁଥିଲେ ' ଚୈତ୍ର ମଙ୍ଗଳବାର ଓଷା', 'ହରିବଂଶ…

ଚର୍ଚ୍ଚରେ ଗହଳି ମହଙ୍ଗା ପଡିଲା,ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ସିଓଲ:କରୋନା କବଳରୁ ଦକ୍ଷିଣ କୋରିଆ ନିଜକୁ ବଂଚାଇ ପାରିବାରେ ସକ୍ଷମ ହୋଇଥିଲା । ମାତ୍ର ଚର୍ଚ୍ଚରେ ଉଦ୍ଦେଶ୍ୟମୂଳକ ଭାବେ ଗହଳି କରାଯିବା ଯୋଗୁ ବର୍ତମାନ ଏଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୭ ଅଂଚଳରେ ୪୦୦ ପାଖାପାଖି ନୂଆ କେସ୍ ଦେଖିବାକୁ ମିଳିଛି । ଦେଶରେ ଏବେ ରେଡ…

ସେରମ୍ ଇନଷ୍ଟିଚ୍ୟୁଟରେ ଆଜିଠୁ ଅକ୍ସଫୋର୍ଡ କୋଭଡି ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ପୁଣେ: ଆଜିଠୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ରେ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେଉଛି । ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ସୁସ୍ଥ ଭାରତୀୟ ବ୍ୟକ୍ତିଙ୍କ ଉପରେ କୋଭିଶୀଲ୍ଡର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା…

ପଟ୍ଟାଙ୍ଗି ବିଧାୟକ କରୋନା ପଜିଟିଭ

ପଟ୍ଟାଙ୍ଗି: ରାଜ୍ୟର ପଟ୍ଟାଙ୍ଗି ବିଧାୟକ ପିତମ ପାଢୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏନେଇ ଫେସବୁକ୍ ପେଜରେ ସୂଚନା ଦେଇଛନ୍ତି । ସେ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିିଛନ୍ତି ଯେ ଲକ୍ଷଣ ଦେଖାଯିବାରୁ କରୋନା ଟେଷ୍ଟ କରାଇଥିଲେ । ଯାହା ପଜିଟିଭ ବାହାରିଛି । ସେ ଏବେ ଆଇସୋଲେସନରେ ଅଛନ୍ତି…