ଟ୍ରମ୍ପଙ୍କ ବଲିଉଡ ପ୍ରେମ: ମନେ ପକାଇଲେ ସୋଲେ ଓ ଡିଡିଏଲ୍ଜେ ଫିଲ୍ମ
ଅହମ୍ମଦାବାଦ: ବଲିଉଡ ଫିଲ୍ମକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି । ଶାହାରୁଖ ଏବଂ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍ୱାଲେ…