Latest Odisha News

BREAKING NEWS

ଆସନ୍ତାକାଲିଠୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କିଟ୍‌

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଓଡ଼ିଶା…

ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଖେଳା ଯିବାକୁ ଥିବା ଦେଶର ସର୍ବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆସନ୍ତା କାଲି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମଠାରେ ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡା…

ଅପରେଶନ ମାଆ : ଆତଙ୍କବାଦୀଙ୍କୁ ମୁଖ୍ୟ ଧାରାକୁ ଫେରାଇବା ଲକ୍ଷ୍ୟରେ ଭାରତୀୟ ସେନା

ଲେହ: ଜମ୍ମୁ-କଶ୍ମୀର ଯୁବକମାନଙ୍କ ପାଇଁ ଭାରତୀୟ ସେନା ଅପରେଶନ ମାଆ ଆରମ୍ଭ କରିଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ଓ ଅପରାଧୀ ହେଉଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା । ଏହା ଦ୍ୱାରା ଆତଙ୍କବାଦୀଙ୍କୁ ବଦଳିବା ପାଇଁ ଶେଷ ସୁଯୋଗ ଦିଆଯାଉଛି ।…

ଚିକିତ୍ସାରେ ଅବହେଳା: ମହିଳାଙ୍କ ମୃତ୍ୟୁ ପରେ ବନ୍ଦ ହେଲା ପ୍ରାଇଭେଟ୍ ହସ୍ପିଟାଲ

ବ୍ରହ୍ମପୁର: ଚିକିତ୍ସାରେ ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ସହରର ଏକ ପ୍ରାଇଭେଟ ହସ୍ପିଟାଲକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବନ୍ଦ କରିଦେଇଛନ୍ତି । ପୂର୍ବରୁ ଗୁରୁଦେବ ହସ୍ପିଟାଲରେ ପ୍ରଶାସନିକ ଅଧିକାରୀ ଚଢ଼ଉ କରିଥିଲେ ଓ ଶୁକ୍ରବାର ଦିନ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ…

ତାପସୀ ପାନୁଙ୍କୁ ବଲିଉଡ ଷ୍ଟାର ପସନ୍ଦ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପାନୁ ଜଣେ ଆଥଲେଟଙ୍କୁ ବିବାହ କରିବେ ବୋଲି କହିଛନ୍ତି । ମୁଁ ବଲିଉଡ ଷ୍ଟାରଙ୍କ ଅପେକ୍ଷା କ୍ରୀଡାବିତଙ୍କୁ ଭଲ ପାଏ ବୋଲି ସେ କହିଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ଖେଳକୁ ଭଲ ପାଉଥିବାରୁ ଆଥଲେଟ ମୋର ପ୍ରିୟ । ସେଥିପାଇଁ ଏକ ବ୍ୟାଡମିଂଟନ ଟିମର ମାଲିକ…

ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…

ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି । ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି…

ମହାଶିବରାତ୍ରୀ: ରାଜ୍ୟର ପ୍ରମୁଖ ଶୈବପୀଠରେ କେଉଁ ସମୟରେ ଉଠିବ ମହାଦୀପ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି । ଭୁବନେଶ୍ୱରସ୍ଥିତ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରର ୨୦୦ ମିଟର ବ୍ୟାରିକେଡ଼ ମଧ୍ୟରେ ଦର୍ଶନାର୍ଥୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ…

ରେଳବାଇର ଫିଟନେସ ମନ୍ତ୍ର: ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ଏମିତିରେ ରେଲୱେ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରେ ମିଳିଯାଏ । କିନ୍ତୁ ଏବେ ଆପଣ ଏହାକୁ ମାଗଣାରେ ମଧ୍ୟ ହାସଲ କରିପାରିବେ । ଭାରତୀୟ ରେଳବାଇ ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏମିତି ଏକ ମେସିନ ଲଗାଇଛି ଯେଉଁଥିରୁ ଆପଣ ମାଗଣାରେ ରେଲୱେ ଟିକେଟ ନେଇପାରିବେ । ଏଥିପାଇଁ…

ଇଣ୍ଡିଆନ-୨ ସେଟରେ ଦୁର୍ଘଟଣା; କମଳ ହାସନ, ଶଙ୍କରଙ୍କ ନାଁରେ ମାମଲା

ଚେନ୍ନାଇ: ଇଣ୍ଡିଆନ୍‌-୨ ସେଟ ଦୁର୍ଘଟଣାରେ ସ୍ଥାନୀୟ ପୋଲିସ କମଳ ହାସନ, ନିର୍ଦ୍ଦେଶକ ଶଙ୍କରଙ୍କ ସମେତ କ୍ରେନ ଅପରେଟରଙ୍କ ନାମରେ ଦାୟିତ୍ୱହୀନତା ମାମଲା ରୁଜୁ କରାଯାଇଛି । ଏହି ଦୁର୍ଘଟଣାରେ ଶ୍ରୀକୃଷ୍ଣ ମଧୁ ଓ ଚନ୍ଦ୍ରନ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେଟରେ ଯେ ହେତୁ ପ୍ରଯୋଜକ…

ମନ୍ଦିରରେ ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଝାଡକୁଦା ପଂଚାୟତ କଳାଯମୁନା ଗାଁର ନୀଳକଣ୍ଠେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିରରେ ପୂଜା କରି ଦୀପ ଦେବାବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ପୋଡିଯାଇଛନ୍ତି । ସୂଚନାଯୋଗ୍ୟ, ଶିବରାତ୍ରି ଅବସରରେ ମନ୍ଦିରରେ ପୂଜା କରି ଦୀପ ଦେବା ବେଳେ ଶାଢ଼ୀରେ ନିଆଁ…