ମୋ ପାଇଁ ପ୍ରାର୍ଥନା କରନ୍ତୁ: ସଞ୍ଜୟ ଦତ୍ତ
ମୁମ୍ବାଇ: ନିକଟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଜାତୀୟ ନ୍ୟୁଜ ଏଜେନ୍ସି ANI ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନା ଯିବାବେଳେ ସଞ୍ଜୟ ତାଙ୍କ…