Latest Odisha News

BREAKING NEWS

ଦୃଷ୍ଟିଶକ୍ତି କମ୍ ହୋଇ ଯାଇଥିଲେ ଆଜିଠୁଁ ଖାଇବା ଆରମ୍ଭ କରନ୍ତୁ ଏହି ପରିବା !

ଭୁବନେଶ୍ୱର: ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମ୍ ହୋଇଯାଇଥିବା ଆପଣ ଅନୁଭବ କରୁଛନ୍ତି, ତେବେ ଆଦୋୖ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପାରିବା ସମ୍ପର୍କରେ କହିବୁ ଯାହାକୁ ନିୟମିତ ସେବନ ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଠିକ ହୋଇଯିବ । ଗାଜର ଶରୀର ପାଇଁ ବେଶ୍‌…

ଆଜମା ଭଲ କରିବ କନ୍ଦମୂଳ !

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ହିଁ ନାନାଦି ରୋଗର ମୂଖ୍ୟ କାରଣ ସାଜିଛି । ଯାହାର ପ୍ରତିକାର ମଧ୍ୟ ଏଯାଏଁ ମିଳି ପାରୁନାହିଁ ଆମେ ଯଦି ଆପଣଙ୍କୁ ଆଜ୍ମା ଭଳି ଏକ ମାରାତ୍ମକ ରୋଗ ରୋଗର ଔଷଧ ଆପଣଙ୍କ ରୋଷେଇ ଘରେ ଅଛି ... ଆଜ୍ମା ଭକକରିବ କନ୍ଦମୂଳ: କନ୍ଦମୂଳରେ ଫାଇବର୍‌,…

ପିଓକେରେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଏବେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି । ଏଥିରେ ପ୍ରାୟ ୨୫୦ ରୁ ୩୫୦ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଛନ୍ତି । Army chief General Manoj Mukund Naravane: There are 15-20…

ଅଭିନୟ ଜଗତରେ ପାଦ ଥାପିବେ କ୍ରିକେଟ ବାଦଶାହା ଯୁବରାଜ ସିଂ..

ମୁମ୍ବାଇ: କ୍ରିକେଟ ଫିଲଡ଼ରେ ନିଜ ପାରଙ୍ଗମତା ଦେଖାଇବା ପରେ ଏବେ ସିନେମା ଆଡକୁ ମୁଁହାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । କ୍ରିକେଟରୁ ସନ୍ୟାସ ନେବା ପରେ ବିଭିନ୍ନ ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ୟୁବି। ସ୍ତ୍ରୀ ହେଜେଲ କିଚ୍‌…

ମହାଦେବଙ୍କର କାହିଁକି ପ୍ରିୟ ଦୁଦୁରା ଫୁଲ, ଜାଣନ୍ତୁ…

ଭୁବନେଶ୍ୱର: ରାତି ପାହିଲେ ଶିବରାତ୍ରି। ଦେବଦେବ ମହାଦେବଙ୍କ ଅତ୍ରିପ୍ରିୟ ଦିନ । କୁହଯାଏ ମହାଦେବଙ୍କୁ ଏହିଦିନ ତାଙ୍କ ମନ ପସନ୍ଦର ଦ୍ରବ୍ୟ ଅର୍ପଣ କରି ପୂଜାର୍ଚ୍ଚନା କଲେ ଭକ୍ତଙ୍କ ସକଳ ମନୋବାଞ୍ଛା ପୂର୍ଣ୍ଣ ହୁଏ । ମହାଦେବଙ୍କ ପ୍ରିୟ ଦ୍ରବ୍ୟ ମଧ୍ୟରେ ଦୁଦୁରା ଫୁଲ ଅନ୍ୟତମ । ସଂସାରରେ…

କପି କରିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇ ପ୍ରିନ୍ସପାଲ ଗିରଫ

ଲକ୍ଷ୍ନୌ: ପରୀକ୍ଷାରେ କପି କରିବାକୁ ଟିପ୍ସ ଦେଇ ଜଣେ ପ୍ରିନ୍ସପାଲ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମାଉ ଅଚଂଳରେ । ପରୀକ୍ଷାର୍ଥୀଙ୍କୁ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍ ରଖିବାକୁ ପ୍ରିନ୍ସପାଲ ପ୍ରବୀଣ ମଲ୍ଲ ପରାମର୍ଶ ଦେଇଥିଲେ । ଏହାର ଏକ ଭିଡିଓ…

କରୋନା: ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ୨ମୃତ, ଭାଇରସ କବଳରେ ୭ ଭାରତୀୟ

ନୂଆଦିଲ୍ଲୀ: ଜାପାନର ୟୋକୋହାମା ତଟରେ ଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ କରୋନା ଭାଇରସ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ୭ଜଣ ଭାରତୀୟ ନାଗରିକ କରୋନା ଭାଇରସ ସଂକ୍ରମିତ ଅଛନ୍ତି । ଜାହାଜରେ ଥିବା ଏହି ଯାତ୍ରୀଙ୍କ ଠାରେ କରୋନା ଭାଇରସର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଜାହାଜର ଜଣେ…

ପରଲୋକରେ Cut+Copy+Paste କମାଣ୍ଡର ଜନକ

ୱାଶିଂଟନ: ପରଲୋକରେ ‘କଟ୍ କପି ଆଣ୍ଡ ପେଷ୍ଟ’ ଉଦ୍ଭାବନ କରିଥିବା କମ୍ପ୍ୟୁଟର ବୈଜ୍ଞାନିକ ଲ୍ୟାରି ଟେସଲର । ୭୪ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଜେରକ୍ସ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି । The inventor of cut/copy & paste, find & replace, and…

ଘରେ କିପରି ପାଇବେ ପାର୍ଲର ଭଳି ମେକଅପ ଲୁକ…

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ବାହାଘର ସିଜିନ। କୌଣସି ପାର୍ଟି କିମ୍ବା ବାହାଘରରେ ଯିବା ପୂର୍ବରୁ ସବୁ ସମୟରେ ଏତେ ଅଧିକ ସମୟ ମିଳିଥାଏ ଯେ, ଆମେ ପାର୍ଲର ଯାଇ ମେକଅପ ହୋଇ ଆସିହେବ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ ଆପଣ କେଉଁଭଳି ନେଇ ପାରିବେ ପାର୍ଲର ଭାଳି ମେକଅପ... ମେକଅପ୍‌…

ହଠାତ୍ ‘ ହୁନର ହାଟ’ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତା’ପରେ କ’ଣ ହେଲା ଦେଖନ୍ତୁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ନିକଟ ରାଜପଥ ସନ୍ମିକଟ 'ହନୁର ହାଟ'ରେ ବୁଧବାର ଦିନ ଅଚାନକ ପହଞ୍ଚିଲେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ଜନଗହଳି ସ୍ଥାନରେ ଦେଖି ଉପସ୍ଥିତ ଜନସାଧାରଣଙ୍କ ସହ ସମସ୍ତ ପ୍ରତକ୍ଷ୍ୟଦର୍ଶୀ ବିସ୍ମିତ…