ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦ୍ୱନ୍ଦ; ରିତେଶ କହିଲେ ସେ ଜୀବିତ ଅଛନ୍ତି
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ତଥା ଅଭିନେତା ନିଶିକାନ୍ତ କାମତ ଏବେ ଭେଣ୍ଟିଲେଟରର ସପୋର୍ଟରେ ଥିବା ସ୍ପଷ୍ଟ କରିଛନ୍ତି ଅଭିନେତା ରିତେଶ ଦେଶମୁଖ।
ସୂଚନାନୁଯାୟୀ, ତାଙ୍କ ଦେହାନ୍ତ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଅଭିନେତା ରିତେଶ ଦେଶମୁଖ ଏହାକୁ ଖଣ୍ଡନ…