Latest Odisha News

BREAKING NEWS

କବିତାର ଗଣିତ ଓ ଗଣିତର କବିତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗଣିତ ଆଉ କବିତା ପରସ୍ପରର ବିରୋଧୀ ବୋଲି ଏକ ସାଧାରଣ ଧାରଣା ଆମର ରହିଛି । ଗଣିତ ମୂଳତଃ ଯୁକ୍ତି ଓ ଜ୍ଞାନ ସମ୍ମତ ହୋଇଥିବା ବେଳେ କବିତା ଭାବପ୍ରଧାନ ଓ କଳ୍ପନା ଆଧାରରେ ଗଢା ହୋଇଥାଏ ବୋଲି ଆମେ ଭାବୁ । ଉପରୁ ଦେଖିଲେ ଏ ଧାରଣା ଠିକ୍ ‌।…

ହୋମ୍ କ୍ବାରେନଣ୍ଟାଇନ ରୋଗୀଙ୍କ ପାଇଁ ନୂଆ କିଟ୍ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ୧୯ ପଜିଟିଭ ରୋଗୀଙ୍କୁ ନୂଆ ‘ହୋମ ଆଇସୋଲେସନ କିଟ୍’ ବଣ୍ଟନ କରିବା ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି କିଟରେ ହୋମ୍ ଆଇସୋଲେସନ୍ ସମ୍ବନ୍ଧୀୟ ଏକ ବୁକଲେଟ୍ ରହିଛି। ଯେଉଁଥିରେ…

ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଧୀରେଧିରେ ଏହା ବଢ଼ିବାରେ ଲାଗିଛି। ପ୍ରଥମେ, ୧ ଅଙ୍କରୁ ଆରମ୍ଭ କରି ବର୍ତ୍ତମାନ ସବୁଦିନ ୪ ଅଙ୍କ ଛୁଉଁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ…

ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୫,୦୭୯ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୬ ଜଣଙ୍କର ଜୀବନ ଯାଇଛି । ହୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବରଗଡ଼ ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମିଶାଇ ସର୍ବମୋଟ ୨୦ ଟି ଗେଟ ଖୋଲିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୮୯ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩ଲକ୍ଷ ୨୨…

ଆସିଥିଲେ ଟଙ୍କା ଚୋରି କରିବାକୁ କିନ୍ତୁ ଜାଳିଦେଲେ ATM, ଜାଣନ୍ତୁ କାହିଁକି

ଉଦଳା: ଟଙ୍କା ଲୁଟ କରିବାକୁ ଆସି ATM ଜଳିଦେଲେ ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଉଦଳା ଅଞ୍ଚଳରେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଉଦଳ କଲେଜ ରୋଡରେ ଥିବା ଏକ ଏଟିଏମକୁ ପୋଡି ପାଉଁଶ କରିଦେଇଛନ୍ତି ଦୁର୍ବୃତ୍ତ। ଏହି ଦୁର୍ବୁତ୍ତ ମାନେ…

ଖସୁଛି ଜଳସ୍ତର: ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ଦୀର୍ଘ ୬ଦିନ ଧରି ପାଣିରେ ବୁଡି ରହିଥିବା କାଙ୍ଗୋରୁକୋଣ୍ଡା ପୋଲ ଉପରୁ ଖସିଲା ବନ୍ୟାଜଳ । ବନ୍ୟାଜଳ ଖସିବାରୁ ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା । ଅନ୍ୟପଟେ ବନ୍ୟାଜଳରେ ଏବେବି ବୁଡି…

ଆସନ୍ତାକାଲି ଯୁକ୍ତ ୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଅଗଷ୍ଟ ମାସ ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ଏହି ଫଳାଫଳ ପ୍ରକାଶ ପାଇବା ବେଇ ସୂଚନା । ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ଏହି ଫଳାଫଳ ପ୍ରକାଶ…

ବଡ଼ଦେଉଳରେ ଶ୍ରୀଜିଉଙ୍କ କୃଷ୍ଣ-ବଳରାମ ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଅନ୍ତିମ ବେଶ କୃଷ୍ଣ-ବଳରାମ ବେଶରେ ସୋମବାର ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀକୃଷ୍ଣ ଲୀଳା ପରିବେଷଣ କରାଯାଇଛି। ନୀତି ପରମ୍ପରା ଅନୁଯାୟୀ,…