Latest Odisha News

BREAKING NEWS

ଇତିଶ୍ରୀ ମୃତ୍ୟୁ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ଏନେଇ କୋରାପୁଟ ଜେଲ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି । ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଦଣ୍ଡ ଭୋଗୁଛନ୍ତି…

ଅଗଷ୍ଟ ଶେଷ ସୁଦ୍ଧା ଆସିବ ପ୍ରଥମ ପର୍ଯ୍ୟାୟ ଋଷ ଟୀକା: ରିପୋର୍ଟ

ମସ୍କୋ: ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ଏହାର ପ୍ରଥମ ବ୍ୟାଚ୍ ପ୍ରସ୍ତୁତ କରାଯାଇଛି ବୋଲି ଜାତୀୟ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୧ ରେ ମସ୍କୋର ଗାମେଲିଆ ପ୍ରତିଷ୍ଠାନ ଦ୍ୱାରା ବିଶ୍ୱର ପ୍ରଥମ କରୋନା ଟୀକା ବିକଶିତ କରାଯାଇଥିବା ଋଷ ଦାବି…

ଦୈନିକ ସଂକ୍ରମଣରେ ଆମେରିକାକୁ ଟପୁଛି ଭାରତ: ମୃତ୍ୟୁ ସଂଖ୍ୟା ଡେଇଁଲା ୫୦ ହଜାର

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୨୬,୪୭,୬୬୪ରେ ପହଞ୍ଚିଛିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା, ବ୍ରାଜିଲ୍‌ ପରେ ବିଶ୍ବରେ ସବୁଠୁ ଅଧିକ କୋଭିଡ ପ୍ରଭାବିତ ରାଷ୍ଟ୍ର ହେଉଛି…

ଭାରତରେ ସବୁଠୁ କମ୍ କରୋନା ମୃତ୍ୟୁହାର, ୧୫୬ ଦିନରେ ୫୦ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ୫୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯୪୧ ମୁଣ୍ଡ ନେଇଛି କରୋନା । ମୃତ୍ୟୁସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ସାରା ବିଶ୍ୱ ତୁଳନାରେ ଭାରତରେ କିନ୍ତୁ ମୃତ୍ୟୁହାର କମ୍ ରହିଛି । ୧୮ ଜୁନରେ ଦେଶରେ କରୋନା ମୃତ୍ୟୁହାର ଥିଲା ୩.୩୩ ପ୍ରତିଶତ ।…

ଫାଟିଲା ଗ୍ୟାସ ସିଲିଣ୍ଡର, ଜଳିଗଲା ୧୦ ବଖରା ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଵ୍ଲକ ଟାଙ୍କଳ ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଜାଳି ଯାଇଛି ୪ଟି ପରିବାରର ୧୦ ବଖରା ଘର । ସର୍ବସ୍ୱାନ୍ତ ହୋଇଯାଇଛନ୍ତି ୪ ପରିବାର। ସୂଚନାନୁସାରେ, ରବିବାର ରାତି ୮ଟା ବେଳେ ସ୍ଥାନୀୟ ଅଞ୍ଚଳର…

ଆସୁଛି ଆଣ୍ଟି କରୋନା ନାଜାଲ ସ୍ପ୍ରେ: ହ୍ୟୁମ୍ୟାନ୍‌ ଟ୍ରାଏଲ୍‌ ପାଇଁ ପ୍ରସ୍ତୁତି

ଓ୍ଵାଶିଂଟନ୍‌: କରୋନାର ପ୍ରତିହିତ ନିମନ୍ତେ ଆମେରିକାର ଗବେଶକମାନେ ନାଜାଲ୍‌ ଡ୍ରପ୍ସ ବିକଶିତ କରିଛନ୍ତି । ଯାହା ଏହି କରୋନା ଭାଇରସ୍‌କୁ ନାକରେ ହିଁ ରୋକିଦେବ ବୋଲି ଦାବି କରିଛନ୍ତି ଆମେରିକାର ଗବେଷକ । ଯାହା ଫଳରେ ଏହି ଭାଇରସ୍ ଶରୀର ଭିତରକୁ ଆଉ ପ୍ରବେଶ କରି ପାରିବ ନାହିଁ । ଏହି…

ପାର୍ଲାମେଣ୍ଟ ଉପଭବନ ବିଲଡିଂରେ ନିଆଁ

ନୂଆଦିଲ୍ଲୀ: ସଂସଦ ଉପଭବନ ବିଲଡିଂରେ ଅଗ୍ନିକାଣ୍ଡ । ଷଷ୍ଠ ମହଲାରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପାଞ୍ଚଟି ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ଲାଗିଛନ୍ତି । ନିଆଁ ଲିଭା କାମରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ତକର୍ମଚାରୀ । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ…

ଭୁଶୁଡ଼ିଲା ନବନିର୍ମିତ ଗାର୍ଡ ୱାଲ; ନିମ୍ନମାନର କାର୍ଯ୍ୟ ଅଭିଯୋଗ

କଟକ: କଟକ ଜିଲ୍ଲା ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ନୃତାଙ୍ଗ ଜଙ୍କୋଟି ରାସ୍ତାର ଖରତାଙ୍ଗ ବରଦିଆ ସାଇଫନ ନିକଟରେ ଭୁଶୁଡି ପଡିଛି ୨ ଶହ ଫୁଟ ନବନିର୍ମିତ ଗାର୍ଡ ୱାଲ ଭୁଶୁଡ଼ି । ସୂଚନାନୁସାରେ, ଦୁଇ ମାସ ତଳେ ରାସ୍ତା କାମ କରାଯାଇଥିଲା । ସୁକ ନଦୀ କଡ଼ରେ ରାସ୍ତାର ସୁରକ୍ଷା ପାଇଁ ଦକ୍ଷିଣ…

ମାଲକାନଗିରିରେ ବର୍ଷା ବିତ୍ପାତ, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ପାଞ୍ଚ ଦିନ ହେବ ବର୍ଷୁଛି । ମାଲକାନଗିରି ଜିଲ୍ଲାରେ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ନଦୀ ଅବବାହିକା ଅଞ୍ଚଳ ଜଳମଗ୍ନ ହୋଇଛି । ଲାଗି ରହିଛି ବନ୍ୟା ପରିସ୍ଥିତି । କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୪-୫ ଫୁଟ୍ ପାଣି । କାଲିମେଳା-ମୋଟୁକୁ ଆଜି ଯୋଗାଯୋଗ ବିଚ୍ଛିନ୍ନ…

ରାଜ୍ୟରେ ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାରେ ବଢୁଛି କରୋନା ପ୍ରକୋପ। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ପ୍ରଭାବରେ ଗଲାଣି ୨୫ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ। ରବିବାର ଦିନ ପ୍ରାଣ ହରାଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା । କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ଜିଲ୍ଲାରେ…