ଭୀମ ଭୋଇ ହସ୍ପିଟାଲରେ ରକ୍ତ ପରୀକ୍ଷା ରିପୋର୍ଟ ଅଦଳବଦଳ; ୩ବର୍ଷୀୟ ଶିଶୁକୁ ବୟସ୍କଙ୍କ ରିପୋର୍ଟ
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଅଭିଯୋଗ ଆସିଛି । ଜଣେ ଶିଶୁକୁ ୨ଜଣ ବୟସ୍କଙ୍କ ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ୩ ବର୍ଷର ଶିଶୁ ଅନୁଷ୍କାର ପାଥୋଲୋଜି ରିପୋର୍ଟ ଦୁଇଜଣ ଅନ୍ୟ ରୋଗୀଙ୍କ ରିପୋର୍ଟ…