Latest Odisha News

BREAKING NEWS

ସୋନପୁର ଓ ବଲାଙ୍ଗିରରୁ ପ୍ରଥମ ମୁଣ୍ଡ ନେଲା କରୋନା, ରାଜ୍ୟରେ ଆଉ ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଛି । ସୋନପୁର ଓ ବଲାଙ୍ଗିର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ସେହିପରି ଗଞ୍ଜାମ ଓ ଭୁବନେଶରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ,…

ଖୋର୍ଦ୍ଧା ଜିଲ୍ଲାରେ କରୋନାର ଲମ୍ବା ଡିଆଁ, ଏକାଥରକେ ଚାରି ଶହ ପାର

ଖୋର୍ଦ୍ଧା: କରୋନା କାୟା ଖୋର୍ଦ୍ଧା ଜିଲ୍ଲାରେ ମାଡ଼ି ଚାଲିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗୋଟିଏ ଦିନରେ ଏକାଥରରେ ଚାରି ଶହ ପାର କରିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୪୮୮ ନୂଆ ଆକ୍ରାନ୍ତ । ଏପର‌୍ୟ୍ୟନ୍ତ ସବୁଠୁ ଅଧିକ । ଜିଲ୍ଲାରେ…

୨୪ ଘଣ୍ଟାରେ ସର୍ବାଧିକ ୨୯୨୪ ପଜିଟିଭ ସହ, ରାଜ୍ୟରେ ୬୦ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଅଣାୟତ୍ତ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୯୨୪ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୫୦ ରେ ପହଞ୍ଚିଛି । ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୮୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୧୦୯ ଜଣ ସ୍ଥାନୀୟ…

ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ଦେହାନ୍ତ

ନ୍ୟୁୟର୍କ: ପରଲୋକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ । ୭୧ ବର୍ଷ ବୟସରେ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁତର ରୋଗରେ ପୀଡ଼ିତ ଥିଲେ ରବର୍ଟ ଟ୍ରମ୍ପ ।…

ରାଜ୍ୟରେ ୫୦ ହଜାର ପାର୍ କଲା କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ୍ ଟେଷ୍ଟିଂ । ଗୋଟିଏ ଦିନରେ ୫୦ ହଜାର ପାର । ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨ ହଜାର ୭୯୫ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ରହିଛି ୧୦ ହଜାର ୨୪୦ RT-PCR ଓ ୪୨ ହଜାର ୪୧୪ ଆଣ୍ଟିଜେନ୍ ଟେଷ୍ଚ କରାଯାଇଛି । ଗତକାଲି ଅପେକ୍ଷା 5 ହଜାର ଅଧିକ ନମୁନା…

ଦେଶରେ ୨୫ ଲକ୍ଷ ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ପାଖାପାଖି ୫୦ ହଜାର

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୩,୪୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୪ ଜଣଙ୍କର ଜୀବନ ଯାଇଛି ।…

ରାତିରେ ହେଲା ବିସ୍ଫୋରଣ, ଉଡ଼ିଲା ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ମକୁନ୍ଦପୁରରେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଛାତ । ଆଖାପାଖରେ ଥିବା କୋଠା ଘର ବି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରେ ଏହି ବିସ୍ଫୋରଣ ହୋଇଛି । କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ବାଣ ତିଆରି ବେଳେ ବିସ୍ଫୋରଣ ହୋଇଥିବା…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ସିନେ-ସମ୍ପାଦକ ଦେବେନ ମିଶ୍ର

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ର। ଶନିବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ଦେବେନ…

ମାଲକାନଗିରି ଉବୁଟୁବୁ, ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ହାଲ୍ ବେହାଲ୍ । ଚାରି ଦିନ ହେବ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଲାଗି ରହିଛି । ପାଙ୍ଗମ, ପୋଟେରୁ, କାଙ୍ଗରକୋଣ୍ଡା, ଏମଭି-୩୭ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ପୋଟେରୁ ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ; ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖୁଣ୍ଟାପଡ଼ା ଗାଁ ଜଙ୍ଗଲରେ ଘଟିଛି ଏକ ଦୁର୍ଘଟଣା। ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସୂଚନା। ଘଟଣାସ୍ଥଳରେ ହିଁ ଜଣଙ୍କର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ…