Latest Odisha News

BREAKING NEWS

ସୁକମା ଜିଲ୍ଲାରେ ନକ୍ସଲ ଆକ୍ରମଣ; ୧ କୋବ୍ରା ବାଟାଲିୟନ ଯବାନ ସହିଦ

ସୁକମା: ଛତିଶଗଡ ସୁକମା ଜିଲ୍ଲାର ପାଲୋଡିରେ କୋବ୍ରା ବାଟାଲିୟନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୨୦୮ ବିଏନ କୋବ୍ରାର ୨ଜଣ ଯବାନ ଆହତ ହୋଇଥିଲେ । ଜଣେ ଗୁରୁତର ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ନେବାବେଳେ ରାସ୍ତାରେ ସହିଦ ହୋଇଯାଇଛନ୍ତି ।…

ଓଡ଼ିଶା ବଜେଟ୍ ୨୦୨୦-୨୧: ସ୍ୱାସ୍ଥ୍ୟ ଲାଗି ୭ ହଜାର ୭ ଶହ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସ୍ୱାସ୍ଥ୍ୟ ଲାଗି ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟ୍ ପରିମାଣକୁ ପାଞ୍ଚ ବର୍ଷ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ ଏକଜିକ୍ୟୁଟିଭ ଇଂଜିନିୟର ଗିରଫ

ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକଜିକ୍ୟୁଟିଭ ଇଂଜିନିୟର ଗିରଫ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଏକ ସ୍ଵତନ୍ତ୍ର ଟିମ ଏକଜିକ୍ୟୁଟିଭ ଇଂଜିନିୟର ମାନସ ରଞ୍ଜନ ମହାନ୍ତିଙ୍କୁ ଭୁବନେଶ୍ବର ପଟିଆରୁ ଗିରଫ କରିଛି । ସୂଚନାଯୋଗ୍ୟ,…

‘ଓଡ଼ିଶା-ମୋ ପରିବାର’ ଦ୍ୱାରା ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଶ୍ରମିକ

ଭୁବନେଶ୍ୱର: ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଞ୍ଚଳରୁ ଓଡିଶା ସରକାରଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ୧୪ ତାରିଖରେ ସୁରେନ୍ଦ୍ର ଭରସାଗର ନାମକ ଜଣେ…

ଭଦ୍ରକରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଟାଉନ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ମହିଳା ହେଲେ ତିହିଡି ଝିଙ୍କିରିଆ ଗାଁର ପାକିଲି ଘଡେଇ। ସୂଚନାଯୋଗ୍ୟ, ସ୍ୱାମୀ ସ୍ତ୍ରୀ କଳିକୁ ନେଇ ଗତକାଲି ବିଷ ଖାଇଥିଲେ…

ଡିବିରି ନିଆଁରେ ପୋଡି ଭାଇ ଭଉଣୀ ଗୁରୁତର

ମାଲକାନଗିରି: ଡିବିରି ନିଆଁରେ ପୋଡି ଭାଇ ଭଉଣୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଗୌଡ଼ଗୁଡା ଗାଁରେ । ଶିଶୁ ୨ଜଣ ହେଉଛନ୍ତି ୨ବର୍ଷର ବିନ୍ଦିୟା ଓ ୮ବର୍ଷର ରାଜେବି । ସୂଚନାଯୋଗ୍ୟ, ଆଜି ସକାଳେ ୨ ଭାଇ ଭଉଣୀଙ୍କୁ ଗୋଟିଏ ଘରେ କମ୍ବଳ ଘୋଡାଇ ଶୁଆଇ ଦେଇ ବାପା ମାଆ…

ମହାଶିବରାତ୍ରୀ: ମହାଦେବଙ୍କ ଭିନ୍ନ ବେଶଭୂଷାର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଭଗବାନ ଶିବଙ୍କୁ ସୃଷ୍ଟିର ସଂହାରକର୍ତ୍ତା କୁହାଯାଇଥାଏ । ଏହାବ୍ୟତିତ ତାଙ୍କୁ ଭୋଳନାଥ, ମହେଶ, ରୁଦ୍ର, ନୀଳକଣ୍ଠ, ଗଙ୍ଗାଧର ଭଳି ଅନେକ ନାମରେ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ୟୋତିଷଙ୍କ କହିବାନୁଯାୟୀ ଅନେକବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି…

ଓଡିଶା ବଜେଟ୍ ୨୦୨୦: କୃଷି ପାଇଁ ୧୯,୪୦୮ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ଇ-ବଜେଟ୍ ଉପସ୍ଥାପନ ହୋଇଛି । ଆଇପ୍ୟାଡ୍‌ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷ ୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏଥିରେ ରାଜ୍ୟର…

ଓଡ଼ିଶା ଇ-ବଜେଟ୍ ୨୦୨୦ ସମ୍ପର୍କରେ ଅଧିକ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ଲାଗି ଆଇପ୍ୟାଡ଼ରେ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରତ୍ୟେକ ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇପ୍ୟାଡ଼ ସହିତ ବଜେଟ୍ ଡକ୍ୟୁମେଣ୍ଟ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦିଆଯାଇଥିଲା । ଓଡ଼ିଶା…

ଓଡ଼ିଶା ବଜେଟ୍ ୨୦୨୦: ଆଇପ୍ୟାଡରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ଇ-ବଜେଟ୍ ଉପସ୍ଥାପନ ହୋଇଛି । ଆଇପ୍ୟାଡ୍‌ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷ ୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏଥିରେ ରାଜ୍ୟର…