Latest Odisha News

ଆସନ୍ତା ୧୯ ରେ ଆଉ ଏକ ଲଘୁଚାପ: ଏହିସବୁ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ଲୋ ପ୍ରେସର’ରେ ପରିଣତ ହୋଇଛି। ବର୍ତ୍ତମାନ ଏହା ସମୁଦ୍ର ପତ୍ତନଠାରୁ ୯.୫ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତାରିତ ହେବା ସହ ପଶ୍ଚିମ-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାସହ ୧୯ ଅଗଷ୍ଟରେ ଉତ୍ତର ବଙ୍ଗୋପସାଗରରେ ଏକ…

ଖୁବଶୀଘ୍ର ଯାଜପୁରରେ ଆରମ୍ଭ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ

ଯାଜପୁର: ଯାଜପୁରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଦୀର୍ଘଦିନ ଧରି ବ୍ୟାସନଗର ପୌରାଂଚଳ ଏବଂ ପାଣିକୋଇଲି ଅଂଚଳରେ ବିକାଶ ମୂଳକ କାର୍ଯ୍ୟ ପଛେଇ ଯାଇଥିବାରୁ ଏହି ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତି…

କରୋନା ଭୟାବହତା ଯୋଗୁଁ ଏବେ ସ୍କୁଲ ଖୋଲିବା ସମ୍ଭବ ନୁହେଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋରୋନାର ଭୟାବହତା ଯୋଗୁଁ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏପରିକି ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ କୋରୋନା ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ ସମ୍ଭାବନା ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାସ । ଆହୁରି ମଧ୍ୟ ମନ୍ତ୍ରୀ…

କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୭୩ ଆକ୍ରାନ୍ତ ଚିହ୍ନଟ ସହ, କନ୍ଧମାଳରେ ୧୩୦୦ ଛୁଇଁଲା ମୋଟ ସଂଖ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଶନିବାର ଦିନ ୯୮ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଏହି ଜିଲ୍ଲାରେ ମୋଟ ସଂଖ୍ୟା ୧୨୯୯ କୁ ବୃଦ୍ଧି ପାଇଛି । ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ, କୋଟାଗଡ଼ରୁ ୧୭ଟି, ତୁମୁଦିବନ୍ଧରୁ ୧୪, ଫୁଲବାଣୀରୁ ୧୩, ଦାରିଙ୍ଗବାଡିରୁ ୧୨, ଚକପଡ଼ରୁ ୯ ଜଣ,…

ସ୍ବାଧୀନତା ଦିବସ ପାଳନ ଅବସରରେ କରୋନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ କୃତଜ୍ଞତା ଜ୍ଞାପନ  

ଯାଜପୁର: ଆଜି ସାରା ଦେଶରେ ପାଳନ ହୋଇଛି ୭୪ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ହକି ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…

ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ‘ସ୍ୱାଧୀନତା ଦିବସ’ ?

ଭୁବନେଶ୍ୱର: ଆଜି ହେଉଛି  ୭୪ ତମ ସ୍ଵାଧିନତା ଦିବସ । ସାରା ଦେଶ ଆଜି ଉତ୍ସବ ମୁଖର । ସ୍ୱାଧୀନତାର ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ୧୯୪୭ ମସିହା ଆଜିର ଦିନରେ ବ୍ରିଟିଶ କବଳରୁ ସ୍ୱାଧୀନତା ପାଇଥିଲା ଆମ ଦେଶ ଭାରତ। ଦୀର୍ଘ ବର୍ଷ ଧରି ଇଂରେଜ ଅଧୀନରେ ରହିବା ପରେ…

ଢେଙ୍କାନାଳରେ ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଢେଙ୍କାନାଳ: ଶନିବାର ଦିନ ଆଉ ୬୯ ପଜିଟିଭ ସହ ୮୬୩ ଛୁଇଁଛି ମୋଟ ପଜିଟିଭ ସଂଖ୍ୟା । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଚିହ୍ନଟ ସମସ୍ତ ପଜିଟିଭ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୩ ଜଣ ଭୁବନ ବ୍ଲକରୁ ରିପୋର୍ଟ ହୋଇଛନ୍ତି। ଭୁବନ ଏନଏସିରୁ ୩୦…

ଦେଶରେ ଆକ୍ରନ୍ତଙ୍କ ସହ ବଢୁଛି ଆରୋଗ୍ୟ ହାର: ଗୋଟିଏ ଦିନରେ ୫୭ ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଜାରି ରାହିଛି କରୋନାର କୋପ । ଦିନକୁ ଦିନ ବହୁ ମାତ୍ରାରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।…

ପାକିସ୍ତାନୀ ୱେବସାଇଟ ହ୍ୟାକ କଲେ ଭାରତୀୟ ହ୍ୟାକର, ରାମଲାଲା ଆମେ ଆସିବୁ ଲେଖିଲେ

ନୂଆଦିଲ୍ଲୀ: ଭାରତୀୟ ହ୍ୟାକରମାନେ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନୀ ୱେବସାଇଟ ହ୍ୟାକ କରିଛନ୍ତି । ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ କରିବା ସହ ଇଣ୍ଡିଆନ ସାଇବର ଟ୍ରୁପ ନାମକ ହ୍ୟାକର ଗ୍ରୁପ ଭାରତୀୟ ସ୍ୱାଧୀନତା ଦିବସ ବାର୍ତା ଦେଇଥିଲେ । ଭାରତ ପତାକା ଭଗବାନ…

ସିନେମାରେ ଦେଶଭକ୍ତିର ଝଲକ

ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଚଳିତ ଥର କରୋନା କଟକଣା ମଧ୍ୟରେ ଉତ୍ସବ ପାଳିତ ହୋଇଛି । କରୋନା କଟକଣା ଯୋଗୁଁ କେହି ବାହାରକୁ ବାହାରି ପାରୁନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ ଏଭଳି କିଛି ଫିଲ୍ମ ସମ୍ପର୍କରେ ଯାହା ଆପଣଙ୍କ…