ଭିଡ଼ିଓ କଲିଂ ସମୟରେ ରୁହନ୍ତୁ ସବଧାନ; ଲାଗିପାରେ ଆଇଏସଡି ଚାର୍ଜ
ନୂଆଦିଲ୍ଲୀ: ଭିଡ଼ିଓ କଲିଂ କରୁଥିଲେ ହୋଇ ଯାଆନ୍ତୁ ସବଧାନ। ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ଅବଲମ୍ବନ କରିବାକୁ ପଡ଼ିବ ଏହି ସବୁ ସତର୍କତା । ନଚେତ ଦେବାକୁ ପଡିପାରେ ଆଇଏସ୍ଡି ଚାର୍ଜ। ଏନେଇ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା…