ଏସଇବିସି/ଓବିସିଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ ଲାଗି ବିଧାନସଭାରେ ଗୃହିତ ହେଲା ସଂକଳ୍ପ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ ଏବଂ ଓବିସିଙ୍କ ସର୍ଭେ ଲାଗି ସୋମବାର ଦିନ ସଂକଳ୍ପ ପାରିତ ହୋଇଛି । ଏହି ସଂକଳ୍ପଟିକୁ ଗୃହରେ ଅନୁସୂଚୀତ ଜାତି, ଜନଜାତି ଓ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆଗତ କରିଥିଲେ ।
“ ଏହା…