Latest Odisha News

BREAKING NEWS

ପୋଲାଣ୍ଡ୍‌ ରାଷ୍ଟ୍ରପତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କରୋନା ପଜିଟିଭ୍  ହୋଇଥିବା ଜଣାପଡିଛି। ଶନିବାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଟ୍ୱିଟରରେ ସେୟାର କରାଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, ରାଷ୍ଟ୍ରପତି ଏବେ ଭଲ ଅଛନ୍ତି ଏବଂ ସଙ୍ଗରୋଧରେ ରହିଛନ୍ତି। ଏହାସହିତ…

କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରେ ୧୭ ଶହ ତଳକୁ ଖସିଲା କୋଭିଡ୍ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଖସୁଛି । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଶହରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୬୩୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮ଟି । ଏହାକୁ ମିଶାଇ ମୋଟ୍…

କାବୁଲ୍‌ ଆତ୍ମଘାତୀ ହମ୍‌ଲା; ୧୦ ମୃତ ୨୦ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଆତ୍ମଘାତୀ ଆକ୍ରମଣରେ ସ୍କୁଲ ପିଲାମାନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତେବେ ଏ ନେଇ ଗୃହ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ କାବୁଲର ଶିଆ-ପ୍ରାଧାନ୍ୟ ଅଞ୍ଚଳରେ ଥିବା ଏକ ଶିକ୍ଷା କେନ୍ଦ୍ର ବାହାରେ ଏହି…

ଟ୍ରମ୍ପ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଭୋଟ୍‌ ଦେଇଛି; ଟ୍ରମ୍ପ୍‌

ଫ୍ଲୋରିଡା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ମତଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ ଟ୍ରମ୍ପ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଭୋଟ୍ ଦେଇଛନ୍ତି। ସେ ପୂର୍ବରୁ ନ୍ୟୁୟର୍କରେ ମତଦାନ କରୁଥିଲେ କିନ୍ତୁ ଗତ ବର୍ଷ…

ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, କାର୍ତ୍ତିକ ମାସ ନୀତିକାନ୍ତି ଚୁଡ଼ାନ୍ତ

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତ ଚୁଡ଼ାନ୍ତ ହୋଇଛି । କାର୍ତ୍ତିକ ମାସରେ ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯିବ । ପରେ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ନୀତି ସମ୍ପାଦିତ ହେବ । ପରେ ଶ୍ରୀଜିଭମାନଙ୍କର ଦ୍ୱିତୀୟ ଭୋଗ…

ବିଶ୍ୱ କରୋନା ମିଟର; ଗତ ୨୪ ଘଣ୍ଟାରେ ୪.୫୨ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଏହାର ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ସାଢେ ଚାରି କୋଟି ପାର୍‌ କରିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪କୋଟି ୫୨ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୪…

ମାସ୍କ ନ ପିନ୍ଧିଲେ ୨ ବର୍ଷ ଜେଲ୍‌; ଇଥିଓପିଆ

ନୂଆଦିଲ୍ଲୀ: ଯଦି ଲୋକମାନେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ସେମାନଙ୍କୁ ମାସେ ନୁହେଁ କି ଦୁଇ ମାସ ନୁହେଁ ଏକାବେଳେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି କଠୋର ନିୟମ ଲାଗୁ କରିଥିବା ଦେଶର ନାମ ହେଉଛି ଇଥିଓପିଆ। ଏହା ସହିତ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାସ୍କ ନ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରେ ୫୦ ହଜାର ପଜିଟିଭ୍, ୫୭୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ । ସଂକ୍ରମିତ କମ୍ । ଦିନକରେ ସାରା ଦେଶରୁ ୫୦ ହଜାର ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ସମୟରେ ଆରୋଗ୍ୟ ଲାଭ କରିଛନ୍ତି ୬୨ ହଜାର ୭୭ ସଂକ୍ରମିତ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର, ଦୁଇ ଜଣଙ୍କର ମୃତ୍ୟୁ

ଅନୁଗୁଳ: ଦଶହରାରେ ଅନୁଗୋଳ-ସମ୍ୱଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ…

ବିଜୟା ଦଶମୀରେ ସୀମାରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ଦାର୍ଜିଲିଂ: ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦାର୍ଜିଲିଂରେ ସୁକଣା ଓ୍ୱାର ମେମୋରିଆଲରେ ସେ ଶସ୍ତ୍ର ପୂଜା କରିଛନ୍ତି । ଏତିକିବେଳେ ତାଙ୍କ ସହ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ଓ ସେନାର ବରିଷ୍ଠ ଅଧିକାରୀ । ଏଲଏସିରେ…