Latest Odisha News

BREAKING NEWS

ଅନୁପ ରଚିଥିବା ହତ୍ୟାକାଣ୍ଡର ଚାଂଚଲ୍ୟକର ଖୁଲାସା: କେମିତି ଓ କାହିଁକି ହତ୍ୟା କରିଥିଲେ, ଜାଣନ୍ତୁ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ରଚିଥିବା ହତ୍ୟା ଯୋଜନା ଉପରୁ ଆଜି ପରଦା ଉଠିଛି । ସେ କଳ୍ପନା ଦାସ(୩୨) ଓ ବବଲି ଦାସଙ୍କ ହତ୍ୟା ଯୋଜନା କରିଥିଲେ । ମୃତକ କଳ୍ପନାଙ୍କ ସହ ଅନୁପଙ୍କ ଅନୈତିକ ସମ୍ପର୍କ ଥିଲା ଓ ସେ ଅନୁପଙ୍କୁ ବିବାହ କରିବାକୁ ଓ ତାଙ୍କ…

ତୃତୀୟ ସନ୍ତାନର ମାଆ ହେଲେ ଟେନିସ ଷ୍ଟାର କୋର୍ଣ୍ଣିକୋଭା

ମସ୍କୋ: ରୁଷିଆର ଗ୍ଲାମର ଟେନିସ ଖେଳାଳି ଆନ୍ନା କୋର୍ଣ୍ଣିକୋଭା ତୃତୀୟ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପପ୍ ଷ୍ଟାର ଇନରିକ୍ ଇଗଲେସିଆସ ଓ କୋର୍ଣ୍ଣିକୋଭା ମିଳିତ ଭାବେ ଝିଅ ହେବା କଥା ସୋସିଆଲ ନେଟୱର୍କି ସାଇଟରେ ଶେୟାର କରିଛନ୍ତି । ପୂର୍ବରୁ ସେମାନଙ୍କ ଲୁସି ଓ ନିକୋଲସ…

୪୦ ଶହୀଦଙ୍କ ଘରୁ ମାଟି ନେଇ ପୁଲୱାମା ପହଂଚିଲେ ଗୋପୀନାଥ

ପୁଲୱାମା: ଗୋପୀନାଥ ଯାଦବ ଯେଉଁ ଭାବନା ଓ ସଂକଳ୍ପ ସହକାରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ତାହା ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ । ତାଙ୍କ ପ୍ରଚେଷ୍ଟା ଅନେକ ଆଖିରେ ଲୁହ ଆଣିଥିବା ବେଳେ ଦେଶପ୍ରେମ ଭାବ ଜାଗ୍ରତ କରାଇଛି । ଗୋପୀନାଥ ସମସ୍ତ ୪୦ ଶହୀଦଙ୍କ ଘରୁ ମାଟି…

ସଡକ ଦୁର୍ଘଟଣାରେ ସାହିତ୍ୟିକ କୁଳମଣୀ ସାମଲଙ୍କ ମୃତ୍ୟୁ

ଯାଜପୁର: ପ୍ରସିଦ୍ଧ ସାହିତ୍ୟିକ ତଥା ନାଟ୍ୟ ନିର୍ଦେଶକ କୁଳମଣୀ ସାମଲଙ୍କ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ତାଙ୍କ ଅସାମୟିକ ବିୟୋଗରେ ସାହିତ୍ୟିକ ଓ ପ୍ରଂଶସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୭ବର୍ଷ ହୋଇଥିଲା । ଆସନ୍ତା…

ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଉଂଟ

ହାଇଦ୍ରାବାଦ: ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଂଉଟ ରହିଛି । ଜଣେ ଜଣେ ବ୍ୟକ୍ତିଙ୍କର ୨ଟି ଲେଖାଏ ଆକାଂଉଟ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ନକଲି ଆକାଂଉଟ ସଂଖ୍ୟା ବଢ଼ିଛି ବୋଲି ଫେସବୁକ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ହାଇଦ୍ରାବାଦର ଏକ…

ବ୍ରିଟେନର ସବୁଠାରୁ ଯୁବ ଅଲିମ୍ପିଆନ ହେବାକୁ ଯାଉଛନ୍ତି ସ୍କାଇ ବ୍ରାଉନ

ଟୋକିଓ: ଟୋକିଓ ଅଲିମ୍ପିକ ପାଇଁ ବ୍ରିଟେନର ୧୧ ବର୍ଷୀୟ ସ୍କେଟବୋର୍ଡର ସ୍କାଇ ବ୍ରାଉନ ଯୋଗ୍ୟତା ଅର୍ଜନ କରିଛନ୍ତି । ୯୨ ବର୍ଷ ଇତିହାସରେ ବ୍ରାଉନ ସବୁଠାରୁ ଯୁବ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି । ସ୍କେଟବୋର୍ଡର ବିଶ୍ୱ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ହାସଲ କରି…

ଦେବବ୍ରତ ବେହେରାଙ୍କୁ ମିଳିଲା ସିଲଜୋରା-କାଲିମାଟି ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ଓଡ଼ିଶାର ଖଣିମାଲିକ ଦେବବ୍ରତ ବେହେରା କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିଲଜୋରା-କାଲିମାଟି ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ହସ୍ତଗତ କରିଛନ୍ତି । ସେ ଗୁରୁବାର ଦିନ ୧୫୪ ପ୍ରିମିୟମ୍ ପ୍ରତିଶତ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରି ଏହି ଖଣି ପାଇବାକୁ ସକ୍ଷମ ହୋଇଛନ୍ତି ।…

ଲାଲ ସିଂ ଚଡ୍ଡାର ନୂତନ ପୋଷ୍ଟର ଶେୟାର କଲେ ଅମୀର

ମୁମ୍ବାଇ: ବଲିଉଡର ଷ୍ଟାର ଅମୀର ଖାଁଙ୍କ ନୂତନ ଫିଲ୍ମ ଲାଲ ସିଂ ଚଡ୍ଡା ୨୦୨୦ର ଏକ ବହୁ ପ୍ରତୀକ୍ଷିତ ଫିଲ୍ମ । ଭାଲେଂଟାଇନ ଡେ ଅବସରରେ କରୀନା ସହ ତାଙ୍କର ଏକ ପୋଷ୍ଟର ସୋସିଆଲ ନେଟୱର୍କିଂରେ ଅମୀର ଶେୟାର କରିଛନ୍ତି । ଏହି ଅବସରରେ ସେ କରୀନାଙ୍କୁ ହ୍ୟାପି ଭାଲେଂଟାଇନ ଡେ ଅଭିନନ୍ଦନ ମଧ୍ୟ…

ପୁଣି ଥରେ ସିଟି ହସ୍ପିଟାଲ ଦାବି ନେଇ ତେଜିଲା ଆନ୍ଦୋଳନ; ୧୨ ଘଣ୍ଟିଆ ଢ଼େଙ୍କାନାଳ ବନ୍ଦ ଡାକରା

ଢ଼େଙ୍କାନାଳ: ପୁଣି ଥରେ ସିଟି ହସ୍ପିଟାଲ ଦାବି ନେଇ ଆନ୍ଦୋଳନ ଦେଖାଦେଇଛି । ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଙ୍ଗଠନ ଢ଼େଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ଢ଼େଙ୍କାନାଳ…

ପ୍ରେମର ସ୍ୱର୍ଣ୍ଣିମ ସ୍ମାରକୀ ‘ନିମୁହିଁ ଦେଉଳ’: ‘ଭାଲେଣ୍ଟାଇନ ଡ଼େ’ରେ ଜାଣନ୍ତୁ ଏହି ଅମର ପ୍ରେମ କାହାଣୀ…

ସୁବର୍ଣ୍ଣପୁର: ଆଜି ବିଶ୍ୱ ପ୍ରେମ ଦିବସ । ଏହି ଦିବସ ଅବସରରେ ମନେପଡେ ଏକ ପ୍ରେମ ପ୍ରଣୟର କାହାଣୀ । କେଉଁ କାଳରୁ ପ୍ରେମକୁ ବହନ କରିଛି ସୁବର୍ଣ୍ଣପୁରରେ ଥିବା ‘ନିମୁହିଁ’ ଦେଉଳ । ମନ୍ତ୍ରୀ ପୁତ୍ର ଅହିମାଣିକ୍ୟ ଓ ରାଜକୁମାରୀ ଶିଶିସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏହି ସ୍ୱର୍ଣ୍ଣିମ…