ପାକିସ୍ତାନକୁ ବଡ ଝଟକା, ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିଲା
ନୂଆଦିଲ୍ଲୀ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ପୁନର୍ବାର ଗ୍ରେ ଲିଷ୍ଟରେ ରଖିଛି । ଇମ୍ରାନ ଖାଁଙ୍କ ସରକାର ଆତଙ୍କବାଦୀ ବିପକ୍ଷରେ କଠୋର…