ବିଜେଡିର ଯୋଗ ଦେଲେ ସରପଞ୍ଚଙ୍କ ସହ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ
ଯାଜପୁର: ବିଜୁ ଜନତା ଦଳରେ ଯୋଗ ଦେଲେ ବିଜେପି ଛାଡିଥିବା ସରପଂଚ ଓ ୫୦ ରୁ ଉର୍ଦ୍ଧ କର୍ମୀ । ଯାଜପୁର ଜିଲ୍ଲା କୋରାଇ ବ୍ଲକ କାଚରାସାହି ଗ୍ରାମ ପଂଚାୟତର ସରପଂଚ ସସ୍ମିତା ତରାଇ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । କୁଆଖିଆ ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ କୋରାଇ ବିଧାୟକ ଅଶୋକ…