ପୁଲୱାମା ଆକ୍ରମଣକୁ ନେଇ କେଉଁ ଦେଶ ଦେଇଥିଲେ କେଉଁଭଳି ପ୍ରତିକ୍ରିୟା, ଜାଣନ୍ତୁ
ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଏହା ଭିତରେ ବର୍ଷେ ପୁରି ଗଲାଣି। ହେଲେ ସେଦିନର ସେହି ଛାତିଥରା ଦୃଶ୍ୟ ଆଜିବି ମନ ଭିତରେ ଜୀବିତ ରହିଛି । ଭାରତ ମାଆ ର ୪୪ ବୀର ଯବାନଙ୍କ ରକ୍ତ ରଞ୍ଜିତ ମାଟି ଆଜିବି କାନ୍ଦୁଛି । ପ୍ରତ୍ୟେକ ଭାରତୀୟ ଆଜିବି ପ୍ରତିଶୋଧର ନିଆଁରେ ଜର୍ଜରିତ ।…