Latest Odisha News

BREAKING NEWS

ଭାରତରେ କିଭଳି ହେବ ଟିକାର ପ୍ରୟୋଗ, ସ୍ଥିର ହେବ ରଣନୀତି

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବା ପାଇଁ ସବୁ ଦେଶ ଅଣ୍ଟା ଭିଡିଛନ୍ତି । ଟିକା ବିକଶିତ କାମକୁ ତ୍ୱରାନ୍ୱିତ କରାଯାଇଛି । ଭାରତରେ କିଭଳି ଭ୍ୟାକସିନର ପ୍ରୟୋଗ କରାଯିବ ? କିଭଳି କରାଯିବ ବଣ୍ଟନ ? ଆଜି ଟିକା ପରିଚାଳନା ନେଇ ବସୁଛି ବୈଷୟିକ କମିଟି ବୈଠକ । ନୀତି ଆୟୋଗ କମିଟି…

କୋଭିଡ ମହାମାରୀ: ୩ ମାସର ସ୍କୁଲ ଫି ଛାଡ଼ କଲା ଯାଜପୁରର ଏହି ବିଦ୍ୟାଳୟ

ଯାଜପୁର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ୩ ମାସର ସମ୍ପୁର୍ଣ୍ଣ ସ୍କୁଲ୍ ଫି ଛାଡ କରିଛି ଏକ ଘରୋଇ ସ୍କୁଲ । ଯାଜପୁର ଜିଲ୍ଲା ବ୍ୟାସନଗର ଅଂଚଳରେ ଥିବା ଡ୍ରିମ୍ ଇଣ୍ଡିଆ ସ୍କୁଲ କତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ଏନେଇ ସ୍କୁଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।…

ଆଜି ରାଜ୍ୟ କ୍ୟାବିନେଟ୍, ୧୮ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ବସିବ । ପ୍ରାୟ ୧୮ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ମଞ୍ଜୁରୀ ଦେଇପାରେ ରାଜ୍ୟ କ୍ୟାବିନେଟ୍ ।…

ବିଶ୍ଵ ହାତୀ ଦିବସ: ହାତୀଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ହାତୀ ଦିବସ । ହାତୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ । ଏହିନୀରିହ ପଶୁଟି ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯିବା ଉଦେଶ୍ୟରେ ଏହି…

ସ୍କୁଲ ଖୋଲିବା ପରେ ୯୭ ହଜାର ପିଲା କରୋନା ପଜିଟିଭ୍, କେଉଁଠି ଜାଣନ୍ତୁ

କରୋନା ମହାମାରୀ ପ୍ରକୋପ ଭିତରେ ଲକଡାଉନ୍ କଟକଣା ଉଠିବା ପରେ ସ୍କୁଲ ଖୋଲିଲା । ୧୫ ଦିନ ପାଠ ପଢ଼ା ଭିତରେ କରୋନା ସଂକ୍ରମିତ ହେଲେ ୯୭ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଆମେରିକାରେ ଏତେ ସଂଖ୍ୟକ ପିଲା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଗତ…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା: ପୋଲିସ ଗୁଳିରେ ୨ ମୃତ, ୧୧୦ ଗିରଫ

ବେଙ୍ଗାଳୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସୋସିଆଲ ପୋଷ୍ଟକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଛି ହିଂସାକାଣ୍ଡ । ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଯାଇ ପୁଲିସର ଗୁଳି ଚାଳନା। ଏଥିରେ ୨ ଜଣ ପ୍ରାଣ ହରାଇଥିବା ସୂଚନା। ମିଳିଥିବା ସୂଚନା ଅନୁସାରେ, ଉତ୍ତେଜନାପୂର୍ଣ୍ଣ ବେକ…

ପୁଲଓ୍ୱାମା ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଜଣେ ଯବାନ ସହିଦ

କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବାହିନୀ ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତାର ପରିଚୟ ଅସ୍ପଷ୍ଟ ରହିଛି । ଏହି ସୂଚନା ଦେଇଛି କଶ୍ମୀର ଜୋନ୍ ପୋଲିସ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଆଜି ସକାଳୁ…

ଆଜି ବାହାରିବ +୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ବାହାରିବ ଆଜି ବାହାରିବ +୨ ବିଜ୍ଞାନ ପରୀକ୍ଷାଫଳ । ଅପରାହ୍ଣ ସାଢ଼ା ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଏଥିରୁ ନିଜ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୧୨-୮-୨୦୨୦ ବୁଧବାର *-ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର: ୯୪୩୭୨୨୫୪୩୪ ଆଜି ଦିନର ମହତ୍ତ୍ୱ. ଆଜି ୨୦୨୦ ମସିହା ଅଗଷ୍ଟ ୧୨ ରିଖ ବୁଧବାର କର୍କଟ ୨୮ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ…

କାଲି ସନ୍ଧ୍ୟାରୁ ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି

ଭଦ୍ରକ: ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ । କରୋନା ସଂକ୍ରମଣ ବଢୁଥିବାରୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ । କାଲି ସନ୍ଧ୍ୟା ୬ଟା ପରଠୁ ଚାନ୍ଦବାଲି ପୌରାଞ୍ଚଳରେ ସଟଡାଉନ୍ କଟକଣା ଜାରି ହେବ । ଗୁରୁବାର ଓ ଶୁକ୍ରବାର ସଟଡାଉନ୍ ଥିବା ବେଳେ…