Latest Odisha News

BREAKING NEWS

ଲଜ୍ଜା: ଖାଦ୍ୟରେ ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଅଞ୍ଚଳର ଜନୈକ ଯୁବକ ସ୍ଥାନୀୟ ପାଇକସ୍ତା ଗ୍ରାମର ଜଣେ ନାବାଳିକାକୁ ଖାଦ୍ୟରେ ନିଶାଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବାବେଳେ କୁଜଙ୍ଗ ପୁଲିସ ସମ୍ପୃକ୍ତ…

ଦେବାଶୀଷଙ୍କ ଆକର୍ଷଣୀୟ ଶତକ: ଓଡିଶା ୪୩୬ରେ ଅଲଆଉଟ

କଟକ: ଗ୍ରୁପ ସି’ ରଣଜୀ ମ୍ୟାଚରେ ଦେବାଶୀଷ ସାମନ୍ତରାୟଙ୍କ ଆକର୍ଷଣୀୟ ଶତକ (୧୫୬) ସହାୟତାରେ ଓଡିଶା ଝାଡଖଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଯାଇଛି । ବିଳ୍ପବ ସାମନ୍ତରାୟ ୭୪ ଓ ଅନୁରାଙ୍ଗ ଷଡଙ୍ଗୀ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।…

ପରୀକ୍ଷା ପୂର୍ବରୁ +୩ ସେମିଷ୍ଟାର ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାରର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ପଦାର୍ଥ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଘୁରି ବୁଲୁଛି । ସୁନ୍ଦରଗଡ ଅଂଚଳର କିଛି ଛାତ୍ରଙ୍କ ଠାରୁ ମୋବାଇଲ ଫୋନରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ସୂଚନା…

କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗାଡିରୁ ୧.୧୦ଲକ୍ଷ ଟଙ୍କା ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କ ଗାଡିରୁ ୧ ଲକ୍ଷ ୧୦ହଜାର ଟଙ୍କା ଜବତ ହୋଇଛି । ବୁଧବାର ଦିନ ତାଙ୍କ ଭବାନୀପାଟଣା ସ୍ଥିତ ଭଡା ଘର ସାମନାରେ ଗାଡିଟିକୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ସେତେବେଳେ ସିଏସଓ ଶିବ ଶଙ୍କର ଦୋରା ଗାଡିରେ ଥିଲେ । କଳାହାଣ୍ଡିର…

କରୋନା ଆତଙ୍କ: କୋଲକାତା ବିମାନ ବନ୍ଦରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: କୋଲକାତା ବିମାନ ବନ୍ଦରରେ ୨ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଭୂତାଣୁ ଚିହ୍ନଟ ହୋଇଛି । ବ୍ୟାଙ୍କକରୁ କୋଲକାତା ଫେରିଥିବା ୨ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରକ୍ତ…

ଆସିଲା ଇର୍‌ଫାନ୍‌ଙ୍କ ‘ଅଙ୍ଗ୍ରେଜୀ ମିଡିଅମ’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବହୁ ଦିନର ବିରତି ପରେ ପୁଣି ଥରେ ବଲିଉଡକୁ କମ୍‌ବ୍ୟାକ୍ କରିଛନ୍ତି ଭର୍ସଟାଇଲ ଅଭିନେତା ଇର୍‌ଫାନ୍ ଖାନ୍ । ରିଲିଜ ହୋଇଛି ତାଙ୍କର ଅପ୍‌କମିଂ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ଟ୍ରେଲର । ୨ ମିନିଟ୍ ୫୫ ସେକେଣ୍ଡର ଏହି ଭିଡିଓରେ ଭରପୁର କମେଡି ସାଙ୍ଗକୁ ଫ୍ୟାମିଲି ଇମୋସନାଲ ଡ୍ରାମା…

ଲକ୍ଷ୍ନୌ କୋର୍ଟରେ ଫୁଟିଲା ବୋମା, ଅନେକ ଓକିଲ ଆହତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଚାଂଚଲ୍ୟ । କୋର୍ଟରେ ଫୁଟିଲା ବୋମା । ଲକ୍ଷ୍ନୌ ୱଜିରଗଂଜ କୋର୍ଟ ପରିସରରେ ଆଜି ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଓକିଲ ତଥା ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ୩ଟି ଜୀବନ୍ତ ମୋବା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।…

ଛତିଶଗଡ ପୋଲିସ ଦ୍ୱାରା ବିଜେଡି ନେତା ଅଟକ

ଝାରସୁଗୁଡା: ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ଅନୁପ କୁମାର ସାଏଙ୍କୁ ବୁଧବାର ରାତିରେ ତାଙ୍କ ଘରୁ ଉଠାଇ ନେଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ତାଙ୍କୁ…

ସ୍ୱାଧୀନତା ସଂଗ୍ରାମ, ଗାନ୍ଧୀଜୀ ଓ ଅନନ୍ତକୁମାରମାନେ…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେଲା । ଏଥିପାଇଁ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା ସେଥିରେ ବହୁ ଦେଶପ୍ରେମୀ ବଳିଦାନ ଦେଇଥିଲେ । ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଥିବା ବେଳେ ଆଉ ଅନେକ ବ୍ରିଟିଶ୍‍ ପ୍ରଶାସନର…

ଆପ୍ ବିଧାୟକଙ୍କ ପରିବାର ଲୋକଙ୍କୁ ପୋଲିସର ମାରପିଟ ଅଭିଯୋଗ

ୟୁପି: ୟୁପି ପୋଲିସ ଉପରେ ଆରୋପ ଲଗାଇଲେ ଆପ ବିଧାୟକ । ଉତ୍ତରପ୍ରଦେଶ ମେରଠର ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପରିବାର ଓ ପରିଜନ ସଦସ୍ୟଙ୍କୁ ପୋଲିସ ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଆପ୍‌ର ସଫଳତାକୁ ନେଇ ପରିକ୍ଷିତଗଡ ଅଚଂଳ ଆଗବାନପୁର ଗାରଁରେ ନିଜ ବନ୍ଧୁ ଏବଂ ପରିବାର…