ସଙ୍ଗାତ ଥିଲା ସେ…
ଅବଶ୍ୟ ଏ କାହାଣୀ ଘଟିଲା ବେଳକୁ ମୋ ବାପା ସ୍କୁଲରେ ପଢୁଥିଲେ। ମୋ ବାପାଙ୍କ ପିଉସୀ ଜାନିଆ ଦେଈ ଗୋଟେ ରେଡ଼ିଓ ନେଇ ଯାଇଥିଲା ତା’ ସାଙ୍ଗରେ ବାହାଘର ପରେ । ଜାନିଆ ଦେଈ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା । ଆମ ଗାଁରେ ତ ସେତେବେଳେ ସ୍କୁଲ ନଥିଲା । ଜାନିଆ ଦେଈ ଓ ପାରା ଦେଈ ଯାଉଥିଲେ…