Latest Odisha News

BREAKING NEWS

ଏସ୍‌ପି ଅଫିସ ଆଗରେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବ୍ରହ୍ମପୁର ଏସ୍‌ପି ଅଫିସ୍ ଆଗରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ତାଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଛି। ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ଼…

କେଜ୍ରିୱାଲ ଜିତିବା ପରେ ଅଭିନେତ୍ରୀ ସ୍ୱରାଙ୍କ ଟ୍ୱିଇଟ୍‌, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବିପୁଳ ବିଜୟକୁ ନେଇ ବେଶ୍ ଖୁସି ଅଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ଏନେଇ ଟ୍ୱିଇଟ୍ କରି ନିଜର ଖୁସି ବ୍ୟକ୍ତି କରିଛନ୍ତି । ଏଥିସହ କେଜ୍ରିୱାଲଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦିଳ୍ଲୀ…

ମହଙ୍ଗା ହେଲା ରନ୍ଧନ ଗ୍ୟାସ; କେଉଁ ସହରରେ କେତେ ରହିଛି ଦର, ଜାଣନ୍ତୁ

ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଗ୍ରାହକଙ୍କୁ ଝଟକା। ଅଣସବସିଡି ଏଲପିଜି ଗ୍ୟାସ ବା ରନ୍ଧନ ଗ୍ୟାସ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି । Prices of non-subsidised 14 kg Indane gas in metros, applicable from today: In Delhi…

ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ: ନବୀନ ସବୁଠୁ ଧନୀ

ଭୁବନେଶ୍ୱର: ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ତାଲିକର ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ । ସେହିପରି କ୍ରୀଡା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ୨୦୧୮-୧୯ ଆର୍ଥିକ…

ଭୁବନେଶ୍ୱର ଜଳବନ୍ଦୀ ସମସ୍ୟାର ଦୃଷ୍ଟି ଆକର୍ଷଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ବର୍ଷା ଦିନରେ ସ୍ମାର୍ଟସିଟିର ଜଳବନ୍ଦୀ ଓ ଜଳ ନିଷ୍କାସନ ସସସ୍ୟା ସମାଧାନ ସମ୍ପର୍କୀତ ଏକ ପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି । ଏହି ପତ୍ରରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ,…

ସୁରକ୍ଷା ନୁହେଁ ସୌଖୀନ ପାଇଁ ବନ୍ଧୁକ ରଖିଛି: ନବ ଦାସ

ଭୁବନେଶ୍ୱର: ସାମ୍ନାକୁ ଆସିଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ସହ ତିନିଟି ବନ୍ଧୁକ ରଖିଥିବା ପ୍ରକାଶ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,…

ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପଦ ଛାଡିଲେ ପି. ସି. ଚାକୋ

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦିଲ୍ଲୀରେ ମୂଳପୋଛ ହୋଇଛି କଂଗ୍ରେସ । ଖାତା ବି ଖୋଲି ପାରିଲା ନାହିଁ । ଶୋଚନୀୟ ପରାଜୟ ପରେ ଆରମ୍ଭ ହୋଇଛି ମାନସମନ୍ଥନ । ପଦ ଛାଡିଲେ କଂଗ୍ରେସ ଦିଲ୍ଲୀ ପ୍ରଭାରୀ ପି. ସି. ଚାକୋ । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । PC…

ଅସହ୍ୟ ଜାଡ଼ରେ ଥରୁଛି ଓଡିଶା: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ବୁଧବାର ଆଇଏମଡି ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ, ଅନୁଗୁଳ, ବାଲେଶ୍ଵର, ସୋନପୁର, ବୌଦ୍ଧ, ଝାରସୁଗୁଡା, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡିକର…

‘କେମ୍‌ଛୋ ଟ୍ରମ୍ପ’ … ଭାରତ ଗସ୍ତକୁ ନେଇ ଉତ୍ସାହିତ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଏବେ ଭାରି ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ କରିଛନ୍ତି ଟ୍ରମ୍ପ । ଜଣେ ଭଲ ବନ୍ଧୁ ବୋଲି ତାଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ…

ଆସନ୍ତୁ ଜାଣିବା କେଉଁଠାରେ ଖେଳାଗଲା କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ

କୀର୍ତିପୁର: ନେପାଳର କୀର୍ତିପୁରର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପଡିଆରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ଖେଳାଯାଇଛି । ମାତ୍ର ୧୭.୨ ଓଭରରେ ଖେଳ ଶେଷ ହେବା ସହ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଆଇସିସି କ୍ରିକେଟ ବିଶ୍ୱକପ ଲିଗ୍‌-୨, ୨୦୧୯-୨୨ ପାଇଁ ନେପାଳ ଓ ଆମେରିକା…