Latest Odisha News

BREAKING NEWS

ଓଡିଶାର ୨୯ ଜିଲ୍ଲାରୁ ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୫୨୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଫେସବୁକ ଲାଇଭରେ ରହି କରୁଥିଲେ ଆତ୍ମହତ୍ୟା: ଲୋକେସନରେ ପହଞ୍ଚିଗଲା ପୋଲିସ, ତାପରେ କଣ ହେଲା ଜାଣନ୍ତୁ

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲାଇଭ୍‌ରେ ରହି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଲୋକେସନରେ ଯାଇ ପହଞ୍ଚିଗଲେ ପୋଲିସ। ଏଭଳି ଏକ ଘଟଣା ଘଟିଛି ମାୟା ନଗରୀ ମୁମ୍ବାଇରେ । ସୂଚନା ମୁତାବକ, ଘରୁ ଝଗଡା କରି ଆସି ମୁମ୍ବାଇ ସହରରେ ରହୁଥିବା ଜଣେ ଯୁବକ ଫେସବୁକ ଲାଇଭରେ ରହି…

ସାତ ଦିନରେ କରୋନାରେ ୬ ହଜାର ମୃତ, ୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ: ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ କରୋନା ପ୍ରଭାବିତ ତୃତୀୟ ଦେଶ ଭାରତ । ଜୁଲାଇ ପରେ ଅଗଷ୍ଟରେ ଡେଇଁ ଚାଲିଛି ଭାଇରସ୍ । ଯଦିଓ ସୁସ୍ଥତା ହାର ଭଲ ରହିଛି, ତଥାପି ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ରେକର୍ଡ ହଜାରେରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।…

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର: ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେ। ମୃତକ ଜଣଙ୍କ ହେଉଛନ୍ତି ଗୋଷାଣି ନୂଆଗାଁ ଦଶଘରିଆ ସାହିର ସୀମନ ସାହୁ। ସୂଚନା ଅନୁସାରେ, ସୋମବାର ସକାଳୁ ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳ ଧାରଣାରୁ ଜଣେ ଯୁବଙ୍କର ମୃତ ଦେହ ଉଦ୍ଧର…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହି ସମସ୍ତ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ଟି ଜିଲ୍ଲାରେ ପ୍ରବଳ…

ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୧୦୦୦ରୁ ଅଧିକ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୨ ଲକ୍ଷ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୧୫,୦୭୫ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪…

ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକ ଗିରଫ

ଚଣ୍ଡୀଗଡ଼: ହରିୟାଣାରେ ଲଜ୍ଜା । ଦିବେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ହୋଟେଲର ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି । ହିସାରର ଏକ ହୋଟେଲରେ ଗତ ୭ ତାରିଖ…

୨ ଦିନ ପାଇଁ ସଟଡାଉନ ଘୋଷଣା ହେଲା କଳାହାଣ୍ଡିର ଏହି ସହର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ସହରରେ ଦୁଇ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇଦିନ…

କାର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ବେଙ୍ଗାଳୁରୁ: କରୋନା ପଜିଟିଭ ଚିହ୍ନଟ ହେଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ସି ଶିରାମୁଲୁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜ୍ବର ହେବାରୁ ସେ କରୋନା ସ୍ବାବ ପରୀକ୍ଷା କରାଇଥିଲେ ଯାହାର ନମୁନା ପଜିଟିଭ ଆସିଥିବା ଶିରାମୁଲୁ କହିଛନ୍ତି ।…

ଗୋପ ଅଞ୍ଚଳରେ ପୋଲିସକୁ ଅଟକ ରଖି ୨୨ ଜଣ ଗିରଫ

ପୁରୀ: ଗୋପ ଥାନା ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣାରେ ଗିରଫଦାରୀ । ୧୫ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗାଁକୁ ଯାଇଥିବା ଗୋପ ଥାନା ପୋଲିସ । ସେତେବେଳେ ଗାଁ ଲୋକ ପୋଲିସ ଟିମକୁ ଘଣ୍ଟା ଘଣ୍ଟା ଅଟକ ରଖିଥିଲେ…