Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡ଼ରେ ଜନଜୀବନ ବ୍ୟାହତ

ବରଗଡ଼: ପଶ୍ଚିମ ଓଡ଼ିଶାରେ ସ୍ଥାୟ୍‌ୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆଜି ସମୂହ ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ବନ୍ଦ ଡ଼ାକରା ଦିଆଯାଇଛି । ମିଳିଥିବା ସୂଚନାନୁଯାୟୀ, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର ସମସ୍ତ ସହର ଗୁଡ଼ିକରେ…

ରାମ ଜନ୍ମଭୂମି ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ପ୍ରତିଷ୍ଠା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ…

ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ; କେନ୍ଦ୍ର ସରକାରଙ୍କ ତତ୍କାଳ ଫାଶି ଆବେଦନ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ତତ୍କାଳ ଫାଶି ଦେବା ମାମଲାରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ଦୋଷୀଙ୍କୁ ପୃଥକ ଭାବେ ଫାଶି ଦିଆଯାଇପାରିବନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛି । ସମସ୍ତ…

ଓଡ଼ିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ’!

ଭୁବନେଶ୍ୱର: ଏବେ ଓଡ଼ିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ । ସେ ଓଡ଼ିଶାରେ ହିଁ ରହିବ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାରେ ବର୍ତ୍ତମନା ଅନ୍ୟ ୨ଟି ବାଘ ଅଛନ୍ତି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍ଡ…

ଓଡ଼ିଆ ସାଉଣ୍ଡ ଡିଜାଇନର ନିହାର ରଂଜନଙ୍କୁ ଫିଲ୍ମ ଫେୟାର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ଆଉ ଜଣେ ଓଡ଼ିଆ । ଜଣାଶୁଣା ସାଉଣ୍ଡ ଡିଜାଇନର ନିହାର ରଂଜନ ସାମଲଙ୍କୁ ମିଳିଛି ଫିଲ୍ମ ଫେୟାର ଆୱାର୍ଡ । ବହୁ ଚର୍ଚ୍ଚିତ ଫିଲ୍ମ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ସାଉଣ୍ଡ ଡିଜାଇନ କରିଥିବା ଓଡିଆସାଉଣ୍ଡ ଡିଜାଇନରଙ୍କୁ…

ଲାଂଚ ମାଗି ବହିସ୍କୃତ ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ

ରାଉରକେଲା: ପାଚିକା ଚାକିରି ପାଇଁ ଲାଂଚ ମାଗିବା ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ବହିସ୍କୃତ ହୋଇଥିବା ଦୁଇ କର୍ମଚାରୀ ହେଲେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡାଇକ ଓ ପିଇଟି ଶିକ୍ଷକ ଅମର ଅନନ୍ତ…

ରିଲାଏନ୍ସ ଇନଫ୍ରା ବୋର୍ଡ଼ରୁ ଇସ୍ତଫା ଦେଲେ ଅନୀଲ ଅମ୍ବାନୀଙ୍କ ଦୁଇ ପୁଅ

ନୂଆଦିଲ୍ଲୀ: ଅନିଲ ଅମ୍ବାନିଙ୍କ ଦୁଇ ପୁଅ ଜୟ ଅନମୋଲ ଅମ୍ବାନି ଏବଂ ଜୟ ଅଂଶୁଲ ଅମ୍ବାନି ରିଲାଏନ୍ସ ଇନଫ୍ରାରୁ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନିଲଙ୍କ ଏହି ଦୁଇ ପୁଅଙ୍କୁ କମ୍ପାନୀର ନିର୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଥିଲା। ପ୍ରାୟ ୪ ମାସ ମଧ୍ୟରେ ଉଭୟେ ନିଜ ପଦରୁ ଇସ୍ତଫା…

ଟ୍ରକ୍ ପଛରେ ପିଟି ହେଲା କାର୍‌, ଜଣେ ମୃତ

ପାରାଦୀପ: କଟକ-ପାରାଦୀପ ମୁଖ୍ୟ ରାସ୍ତାର ଲୋକନାଥ ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ । ତାଙ୍କ ଘର ପାରାଦୀପ ନୂଆ ବଜାର ଅଚଂଳରେ ବୋଲି ଜଣାପଡିଛି । ସେପଟେ…

ଦିଲ୍ଲୀ ନିର୍ବାଚନ: ପ୍ରଚାର ମୈଦାନରେ ଆପ୍ ପ୍ରାର୍ଥୀଙ୍କୁ ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳଙ୍କ ଘମାଘୋଟ ଲଢ଼େଇ ସହିତ କିଛି ମଜାଦାର ଘଟଣା ସାମନାକୁ ଆସିଛି । ଆମ ଆଦମି ପାର୍ଟି (ଆପ୍‌) ଦିଲ୍ଲୀ ବିଧାନସଭା ସିଟରୁ ନିଜର ଯୁବ ନେତା ରାଘବ ଚଢ଼ାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ରାଘବ ଚଢ଼ାଙ୍କୁ ନିର୍ବାଚନ ପ୍ରଚାର ସମୟରେ ବିବାହ ପ୍ରସ୍ତାବ…

ବସଷ୍ଟାଣ୍ଡର ହେବ ଉନ୍ନତିକରଣ, ମିଳିବ ସପିଂ ମଲ୍ ଓ ମଲ୍ଟିପ୍ଲେକ୍ସର ସୁବିଧା

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ବିମାନ ବନ୍ଦର ଭଳି ପ୍ରମୁଖ ବସଷ୍ଟାଣ୍ଡଗୁଡିକୁ କରାଯିବ ଉନ୍ନତ । ଏଥିସହ ସେଠାରେ ସପିଂ ମଲ୍ ଏବଂ ମଲ୍ଟିପ୍ଲେକ୍ସର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।କ୍ରୁଟ…