ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ ସଦସ୍ୟ: ଅମିତ ଶାହା
ନୂଆଦିଲ୍ଳୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପାଇଁ ଗଠନ ହୋଇଥିବା ଟ୍ରଷ୍ଟରେ ରହିବେ ୧୫ ଜଣ ସଦସ୍ୟ । ଏହି କମିଟିରେ ସର୍ବଦା ଜଣେ ଦଳିତ ସମାଜର ସଦସ୍ୟ ମଧ୍ୟ ରହିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ବୁଧବାର ଅମିତ ଶାହା ଟ୍ୱିଟ୍ କରି ରାମ ମନ୍ଦିରକୁ ନେଇ…